Posts

Showing posts from August, 2023

କଣ୍ଟାବାଞ୍ଜି ଏନ.ଏ.ସି. ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ...

Image
କଣ୍ଟାବାଞ୍ଜି ଏନ.ଏ.ସି. ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ... କଣ୍ଟାବାଞ୍ଜି,୩୧/୦୮-ସ୍ୱାୟତ ଶାସନ ଦିବସ ଅବସରରେ କଂଟାବାଂଜି ଏନ.ଏ.ସି.ଦ୍ୱାରା ପ୍ରଥମ ଥର ପାଇଁ ପରିଷଦର କର୍ମଚାରୀ ମାନଙ୍କ ଏକ ଗଣ ଦୌଡ ପ୍ରତିଯୋଗୀତା ହୋଇଥିଲା ।  Ad.. ଏହା ସ୍ଥାନୀୟ ଶ୍ରୂୀ  ଜଗନ୍ନାଥ ମଂଦିର ଠାରୁ ଏନ.ଏ.ସି. କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଦୌଡ ପ୍ରତିଯୋଗୀତା ହୋଇଥିଲା । ଏହି ଗଣଦୌଡ ପ୍ରତିଯୋଗୀତାକୁ ବିଧାୟକ ସନ୍ତୋଷ ସିଂ ସାଲୁଜା ପତକା ଦେଖାଇ ଉଦଘାଟନ କରିଥିଲେ ।  ଏହି ପ୍ରତିଯୋଗୀତାରେ ଏନ.ଏ.ସି.ର  ସମସ୍ତ  କର୍ମଚାରୀ, ଓ କାଉନସିଲର ସଭ୍ୟା/ସଭ୍ୟଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ ପୃଥକ ପୃଥକ ଗଣ ଦୌଡ ହୋଇଥିଲା ।  ଗଣ ଦୌଡ ପରେ ନଗରପାଳ ବରିୟାମ ସିଂ ସାଲୁଜାଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ  ଜାତୀୟ ପତକା ଉତୋଳନ କରାଯାଇଥିଲା ।  ଏହି ଅବସରରେ ସମ୍ମାନିତ ଅତିଥୀଭାବେ ଉପାଧ୍ୟକ୍ଷା ଶ୍ରୀମତୀ ମନୋରମା ରାଉତ, ଭାରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅମୃତଲାଲ ବେହେରା, ଏମ.ଇ. ଇଂ. ଅଶୋକ କୁମାର ପଟ୍ଟନାୟକ,ସି.ଓ. ଜ୍ୟୋସ୍ନାମୟୀ ବାରିକ, ସମସ୍ତ କାଉନସିଲର ସଭ୍ୟା/ସଭ୍ୟ ଉପସ୍ଥିତ ଥିଲେ ।  ଏହା ପରେ ଏକ ସାଧାରଣ ସଭାରେ  କର୍ମଠ କର୍ମଚାରୀ ଏବଂ  ପୁରୁଷ ଗଣଦୌଡ ରେ  ବିକାଶ ତାଣ୍ଡି(ପ୍ରଥମ) ବଳରାମ ସିନ୍ଦୁର(୨ୟ),ଖିରଧର କୁମ...

ଓଡ଼ିଶା ଉଷୁ ଆସୋସିଏସନ ପକ୍ଷରୁ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉଷୁ ମହିଳା ଲିଗ୍ ପ୍ରତିଯୋଗିତା ଅନୁଷ୍ଠିତ...

Image
ଓଡ଼ିଶା ଉଷୁ ଆସୋସିଏସନ ପକ୍ଷରୁ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉଷୁ ମହିଳା ଲିଗ୍ ପ୍ରତିଯୋଗିତା ଅନୁଷ୍ଠିତ... ଝାରସୁଗୁଡ଼ା,୩୧/୦୮ : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଟିଆର୍‌ଏଲ୍ କ୍ରୋସାକି କମ୍ପାନିର ଜୁବୁଲି ହଲଠାରେ ଓଡ଼ିଶା ଉଷୁ ଆସୋସିଏସନ ପକ୍ଷରୁ ଖେଲୋ ଇଣ୍ଡିଆ ରାଜ୍ୟସ୍ତରୀୟ ଉଷୁ ମହିଳା ଲିଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।  Ad.. ଏଥିରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ପୁରୀ, ନୂଆପଡ଼ା, ସୁନ୍ଦରଗଡ଼, ନୟାଗଡ଼, କେନ୍ଦୁଝର, ନବରଙ୍ଗପୁର, ଖୋର୍ଦ୍ଧା, କଟକ, କଳାହାଣ୍ଡି, ଅନୁଗୁଳ, ଗଞ୍ଜାମ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ମୟୂରଭଞ୍ଜ ଆଦି ମୋଟ୍‌ ୧୮ଟି ଜିଲ୍ଲାରୁ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। Ad..   ଅନୁଷ୍ଠିତ ପ୍ରତିଯୋଗିତା ଗୁଡ଼ିକରେ ଦଳଗତ ଭାବେ ଖୋର୍ଦ୍ଧା ଜିଲ୍ଲା ଚାମ୍ପିଅନ୍ ହୋଇଥିବା ବେଳେ କେନ୍ଦୁଝର  ଜିଲ୍ଲା ଦ୍ୱିତୀୟ ଓ ସୁନ୍ଦରଗଡ଼ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହା ସହ ଆଗାମୀ ଜାତୀୟସ୍ତରର ଖେଳପାଇଁ ସେମାନଙ୍କୁ ମନୋନୀତ କରାଯାଇଛି। ଏହି ପରିପ୍ରେକ୍ଷୀରେ ନିକଟ ଅତୀତରେ ଆନ୍ତର୍ଜାତୀୟ ଉଷୁ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା କେନ୍ଦୁଝରର ଖେଳାଳି ଶ୍ବେତାରାଣୀ ମହନ୍ତ, ଚଳିତ ଅଗଷ୍ଟ ମାସ ୧୨ ତାରିଖ ଦିନ ମଣିପୁରରେ ସହିଦ ହୋଇଥିବା ଆସାମ ରାଇଫଲର ଯବାନ ବରଗଡ଼ ଜିଲ୍ଲାର ନୀଳାଞ୍...

ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୁଟୁପଡା ଅଲେଖ ମହିମା ମଠରେ ନବାନ୍ନ ଭକ୍ଷଣ...

Image
ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୁଟୁପଡା ଅଲେଖ ମହିମା ମଠରେ ନବାନ୍ନ ଭକ୍ଷଣ... ବଙ୍ଗୋମୁଣ୍ଡା,୩୧/୦୮ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ପୁଟୁପଡା ଅଲେଖ ମହିମା ମଠରେ ମଠାଧିଶ୍ୱର ବ୍ରହ୍ମ ଅବଧୂତ କିଶୋର ଚନ୍ଦ୍ର ବାବା ଙ୍କ ପ୍ରତ୍ୟେକ୍ଷତତ୍ତ୍ୱ।ଧାନ ରେ ଶ୍ରାବଣ ମାସ ପୂର୍ଣ୍ଣିମା ତିଥି ଚତୁର୍ଦ୍ଦଶୀ ବୁଧବାର ଉଜାଗର, ଉପବାସ,ରାତ୍ରି ଭଜନ କୀର୍ତ୍ତିନ ,ଜାଗର ଘୃତ ଆହୂତିଯଜ୍ଞ ପାଳନ ପରେ  Ad.. ଗୁରୁବାର ପୂର୍ଣ୍ଣିମା ଦିନ ସକାଳ ସାତଟା ବେଳେ ଓଡିଶା ପ୍ରାନ୍ତର ବିଭିନ୍ନ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ବରଗଡ଼,ରାୟଗଡା ଛତିଶଗଡ଼ ଭଳି ଜିଲ୍ଲା ମାନଙ୍କରୁ ଆସିଥିବା ମାହିମା ଧର୍ମାବଲମ୍ବି ଶହ ଶହ ସାଧୁଭକ୍ତ ଶ୍ରଦ୍ଧାଳୁ ଏକାର୍ଣ୍ଣ ବର୍ତ୍ତିଭାରେ ନବାନ୍ନ ଭକ୍ଷଣ(ନୂଆଖାଇ)ପାଳନ ଅନୁଷ୍ଠିତ ହୋଇ ଯାଇଛି। Ad.. ତେବେ ମହିମା ଧର୍ମାବଲମ୍ବି ମାନେ ଯିଏ ଯେତେ ଦୂରରେ ଥିଲେ ମଧ୍ୟ  ଏହିଦିନ ସମସ୍ତ ଭକ୍ତ ପୁଟୁପଡା ମଠକୁ ପହଞ୍ଚିଥାଆନ୍ତି। ସ୍ଥାନୀୟରେ ନୂଆ ଫସଲ ସାରିଆ ଧାନ ମିଲୁ ନ ଥିବାରୁ ମୁନିଗୁଡା ସାଧୁ ଭକ୍ତଙ୍କ ଦ୍ବାରା ଆସିଥିବା ଧାନରେ ନବାନ୍ନ(ଚୁଡା) ପ୍ରସ୍ତୁତି କରାଯାଇଥିଲା। ନୂଆ ମାଟି ପାତ୍ରରେ ପ୍ରସାଦତିଆରି କରା ଯାଇ। ସେବନରେ ମଠାଧିଶଶ୍ୱର ବାବା ନିଜେ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।ନୂଆଖାଇ ପାଳନ ପର୍ବରେ ସମସ୍ତ ଭକ୍ତ ବୃନ୍ଦ ନିଜ ନିଜ ମଧ୍ୟ ରେ ଓ ମହିମା ସ୍ୱାମୀଙ୍...

କମ୍ୟୁନିଟି ହଲ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା...

Image
କମ୍ୟୁନିଟି ହଲ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା... ପଦ୍ମପୁର,୩୦/୦୮ :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୦୨ ଶାନ୍ତିନଗର ଠାରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ କମ୍ୟୁନିଟି ହଲ୍ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।  Ad.. ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ,  କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ କାଉନ୍ସିଲର କୁନାଲ ପାଣିଗ୍ରାହୀ  ଯୋଗଦେଇଥିଲେ ।  Ad.. ଏହି କାର୍ଯ୍ୟକ୍ରମ ରେ ରାଧାକୃଷ୍ଣ ମନ୍ଦିର କମିଟୀ ର ଶ୍ଯାମ ସୁନ୍ଦର ସାହୁ, ଘନଶ୍ୟାମ ପୁଞ୍ଜି,ରାଜ କୁମାରୀ ସାହୁ, ରଞ୍ଜିତା ସାହୁ ଏବଂ ପଡା ର ବୟୋଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । Report : Bijay ku sahu Edited by k.s thakur...

ଗଣଦୁଷ୍କର୍ମ ମାମଲାର ୨ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ...

Image
ଗଣଦୁଷ୍କର୍ମ ମାମଲାର ୨ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ... ଦେବଗଡ଼,୩୦/୦୮ : ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳରେ ଏକ ଗଣଦୁଷ୍କର୍ମ ମାମଲାର ୨ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଜିଲ୍ଲା ଓ ଦୌରାଜଜ୍‌ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।      Ad.. ଅଭିଯୋଗ ଅନୁସାରେ ଗତ ୨୦୨୧ରେ ଜଣେ ବିବାହିତାଙ୍କୁ ସ୍ୱାମୀଙ୍କ ଅନୁପସ୍ଥିତିରେ ନେତ୍ରାବାହାଳ ଗ୍ରାମର ଶିବ ମହନ୍ତ ଓ ବମପରଡ଼ା ଗ୍ରାମର ବିଜୁ ମହାକୁଳ ବଳପୂର୍ବକ ଦୁଷ୍କର୍ମ କରିବା ସହ ମୋବାଇଲ୍‌ରେ ମହିଳାଙ୍କ ନଗ୍ନ ଫଟୋ ଉଠାଇଥିଲେ। ଘଟଣା ପ୍ରଘଟ କଲେ ସେମାନେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।  ଫଳରେ ପୀଡ଼ିତା ନିଜ ଗାଁ ଛାଡ଼ି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳକୁ ଚାଲି ଯାଇଥିଲେ।  କିନ୍ତୁ ପରେ ବି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଫୋନ କରି ଡାକିବା ସହ ନ ଆସିଲେ ନଗ୍ନ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେ। ପୀଡ଼ିତା ଧମକକୁ କର୍ଣ୍ଣପାତ ନ କରିବାରୁ ସେମାନେ ଫଟୋଗୁଡ଼ିକ ଭାଇରାଲ କରି ଦେଇଥିଲେ। ଏ ନେଇ ପୀଡ଼ିତା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।  ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଆଜି ଜିଲ୍ଲା ଓ ଦୌରାଜଜ...

ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ମୁରାରୀ ମିଶ୍ର ଙ୍କୁ ଏବେବି ଝୁରୁଛନ୍ତି ଗାଇସିଲେଟ ଅଂଚଳବାସୀ, ସ୍ମୃତିଚାରଣ ଦିବସ ପାଳିତ...

Image
ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ମୁରାରୀ ମିଶ୍ର ଙ୍କୁ ଏବେବି ଝୁରୁଛନ୍ତି ଗାଇସିଲେଟ ଅଂଚଳବାସୀ, ସ୍ମୃତିଚାରଣ ଦିବସ ପାଳିତ... ବରଗଡ଼,୨୯/୦୮ : ପୂର୍ବତନ ବିଧାୟକ ସ୍ବର୍ଗତ ମୁରାରୀ ପ୍ରସାଦ ମିଶ୍ରଙ୍କ ସ୍ମୃତି ଚାରଣ ସଭା କଲେ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ । ୧୯୯୦ ସମୟରେ ତତ୍କାଳୀନ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବରେ ଓଡ଼ିଶା ରେ ପରିଚିତ ଥିବା ବିଧାୟକ ଡାକ୍ତର ମୁରାରୀ ପ୍ରସାଦ ମିଶ୍ରଙ୍କୁ ଏବେବି ଭୂଲି ପାରି ନାହାଁନ୍ତି ଗାଇସିଲେଟ ଅଚଳ ର ହଜାର ହଜାର ଜନସାଧାରଣ ।  Ad.. ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରେ ବିଧାୟକ ଥିବା ମୁରାରୀ ପ୍ରସାଦ ମିଶ୍ର ଏବେବି ସେ ସମୟର ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ଲେଖକ ଙ୍କ ମନରେ ଜନନାୟକ ହୋଇ ରହିଛନ୍ତି ।  ପଦ୍ମପୁର ଗାଇସିଲେଟ ଅଚଳ ର ଶହଶହ ସମର୍ଥକ ଓ ସେ ସମୟର କର୍ମମାନ ସ୍ବର୍ଗତ ମୁରାରୀ ମିଶ୍ରଙ୍କ କନସିହା ବାସଭବନରେ ଏକତ୍ରିତ ହୋଇ ସେ ସମୟର ଜନସେବା କୁ ମନେ ପକାଇଥିଲେ ।  ପଦ୍ମପୁରଡା ଉପଖଣ୍ଡ ର ବିଭିନ୍ନ ଗାଁ ତଥା ବିଭିନ୍ନ ସ୍ଥାନରେମାଜସେବା ସହ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଡାକ୍ତର ଶୁଶିଲ ଶର୍ମା ଙ୍କ ତତ୍ବାବଧାନରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ୧୯୯୦ ସମୟର ଜନ ନାୟକ ମୁରାରୀ ମିଶ୍ରଙ୍କୁ ଅଚଳବାସୀ ମନେ ପକାଇଥିଲେ ।  ସେ ସମୟର ସେବା ଆଉ ନେତା ମାନଙ୍କ ...

କଣ୍ଟାବାଞ୍ଜି ରେଳବାଇ ଅଂଚଳରେ ବଢୁଛି ଲୁଟ୍‌ପାଟ : ନାହିଁ ନାହିଁରେ ଜିଆରପି ଆଉଟ୍ ପୋଷ୍ଟ ; ନିଘା ରଖୁନି ଆରପିଏଫ୍ !

Image
କଣ୍ଟାବାଞ୍ଜି ରେଳବାଇ ଅଂଚଳରେ ବଢୁଛି  ଲୁଟ୍‌ପାଟ :  ନାହିଁ ନାହିଁରେ ଜିଆରପି ଆଉଟ୍ ପୋଷ୍ଟ ; ନିଘା ରଖୁନି ଆରପିଏଫ୍ ! କଣ୍ଟାବାଞ୍ଜି ,୨୯/୦୮ :  କଣ୍ଟାବାଞ୍ଜି  ରେଳୱେ ଅଂଚଳ ରେ ଅନେକ ଦିନ ହେଲା ଚୋରୀ ଡକାୟତୀ ବଢିବାରେ ଲାଗିଛି । କେନ୍ଦ୍ର ସରକାର ରେଳ ଷ୍ଟେସନ୍ କୁ ଅମୃତ ଭାରତ ଯୋଜନା ରେ ଆହୁରୀ ଉନ୍ନତିକରଣ କରିବାକୁ ପ୍ରୟାସ କରିଛନ୍ତି । Ad..   ଏଥିରେ ଆଲୋକିକରଣ ସମେତ ଅନ୍ୟ ସମସ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରୟାସ କରିବ।। ଆରମ୍ଭ କରିଛନ୍ତି ହେଲେ କଂଟାବାଞ୍ଜି ରେଳବାଇ ଷ୍ଟେସନରୁ ରାତିରେ ଯାତାୟତ ଜୀବନ ପ୍ରତି ବିପତ ବୋଲି ଲୋକେ ଆଲୋଚନା କଲେଣି ।  ରାତିରେ ପ୍ରାୟ ସାଢେ ୧୧ ବଜେ ଆସୁଥିବା ବିଶାଖାପଟନମ୍ କୋରବା ଟ୍ରେନରେ ଯେଉଁ ଯାତ୍ରୀ ମାନେ କଂଟାବାଞ୍ଜିରେ ଉଲ୍ଲାଉଛନ୍ତି ସେମାନେ ଷ୍ଟେସନ୍ ରୁ ବାହାରିଲା ମାତ୍ରେ ଲୁଟ ର ସିକାର ହେଉଛନ୍ତି । ଚୋର,ଡକୟତ ମାନେ ପୁର୍ବରୁ  ଷ୍ଟେସନ୍ ପାଖରେ ଛକି ବସୁଛନ୍ତି ।  ଯାତ୍ରୀ ଷ୍ଟେସନ୍ ରୁ ବାହାରିଲା ମାତ୍ରେ ମୋବାଇଲ, ଟଙ୍କା, ଦାବି ସାମଗ୍ରୀ ସମେତ ସୁନା ଗହଣା ଲୁଟ୍ କରି ନେଉଛନ୍ତି । ଏଭଲି ଗୋଟିଏ କି ଦୁଇଟି ମାମଲା ନୁହଁ ସ୍ଥାନୀୟ ଜିଆରପି ରେ ମାଳ ମାଳ ଅଭିଯୋଗ ଥିବା ଜଣାପଡିଛି । ଏହାକୁ ନେଇ ଜିଆରପି ଏକ ମାମଲା ରୁଜୁ କରି ଚୁପ ଥିବା ବେଲେ ଯାତ୍ରୀ ମାନେ ଅଧିକ ହଇରାଣ ହେଉଛନ୍ତି ।  ହଜାର ହଜାର ଲୋକ ଯାତାୟତ କ...

ସରକାରୀ ବ୍ୟବସ୍ଥା ଉପରେ ସୌମ୍ୟଙ୍କ ସମ୍ପାଦକୀୟ ରେ ତୀକ୍ଷ୍ଣ ସମାଲୋଚନା...

Image
ସରକାରୀ ବ୍ୟବସ୍ଥା ଉପରେ ସୌମ୍ୟଙ୍କ ସମ୍ପାଦକୀୟ ରେ ତୀକ୍ଷ୍ଣ ସମାଲୋଚନା... ଭୁବନେଶ୍ୱର,୨୮/୦୮ :  ସରକାରୀ ବ୍ୟବସ୍ଥା ଉପରେ ସୌମ୍ୟଙ୍କ ସିଧା ସଳଖ ତୀକ୍ଷ୍ଣ ସମାଲୋଚନା । ଆମଘରର ହାଲଚାଲ ଶୀର୍ଷକ ସମ୍ପାଦକୀୟ ଲେଖାରେ ବଖାଣିଲେ ଶାସନକଳର ଦୁର୍ବଳତାର ହାଲ୍ । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ଲେଖି ୫ଟି ସଚିବଙ୍କ କାର୍ଯ୍ୟକୁ କଲେ ଟାର୍ଗେଟ ।  Ad.. ୫ଟି ସଚିବ ପ୍ରତି ଜିଲ୍ଲାକୁ ଜିଲ୍ଲା ହେଲିକପ୍ଟର ଯୋଗେ ଗସ୍ତ କରୁଥିବା ବେଳେ ଏହି ଖର୍ଚ୍ଚକୁ ନେଇ ସରକାରଙ୍କୁ ବାଣ ବିନ୍ଧିଛନ୍ତି ସୌମ୍ୟ । ଚନ୍ଦ୍ରଯାନ ୩ ପାଇଁ ଇସ୍ରୋ ପକ୍ଷରୁ ମୋଟ ୬୦୦ କୋଟି ଖର୍ଚ୍ଚ କରାଯାଇଥିବା ବେଳେ କେବଳ ୩୦ ଜିଲ୍ଲା ଗସ୍ତ ପାଇଁ ୫ଟି ସଚିବ ସମାନ ପରିମାଣର ଅର୍ଥ ଖର୍ଚ୍ଚ କରୁଥିବା ଲେଖିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ସରକାରୀ ସଭାରେ ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ନେଇ ପାଣ୍ଡିଆନ ଯେଉଁ ଆହ୍ବାନ କରିଥିଲେ ତାକୁ ମଧ୍ୟ ସମାଲୋଚନା କରିଛନ୍ତି ।  ପାଣ୍ଡିଆନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସଚିବ ୟଶପାଲ କାପୁରଙ୍କ ସହ ତୁଳନା କରିଛନ୍ତି ସୌମ୍ୟ । ୟଶପାଲ ମଧ୍ୟ ଏହିପରି ସରକାରୀ କାର୍ଯ୍ୟକ୍ରମରେ ଇନ୍ଦିରାଙ୍କ ପ୍ରଚାର କରିଥିବାରୁ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ ।  ...

ଜାଗା ମିଶନ ରେ ଜମି ପଟ୍ଟା ବଣ୍ଟନରେ ଅନିୟମିତତା ଅଭିଯୋଗ କୁ ନେଇ ବିଧାୟକ ଙ୍କ ବାସଭବନ ଘେରିଲେ ଅସନ୍ତୁଷ୍ଟ...

Image
ଜାଗା ମିଶନ ରେ ଜମି ପଟ୍ଟା ବଣ୍ଟନରେ ଅନିୟମିତତା ଅଭିଯୋଗ କୁ ନେଇ ବିଧାୟକ ଙ୍କ ବାସଭବନ ଘେରିଲେ ଅସନ୍ତୁଷ୍ଟ... ଖଣ୍ଡଗିରି,୨୮/୦୮ : ଜାଗା ମିସନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦିଆଯିବ। କିନ୍ତୁ ଏହା ପୂର୍ବରୁ ପଟ୍ଟା ପ୍ରଦାନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ କରି ବାଲିତୋଟାସାହି ବସ୍ତି, ବାଲିପଟା ବସ୍ତି ଓ ପଟିଆ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳର ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦାମାନେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିଥିଲେ।  Ad.. ଅଭିଯୋଗକୁ ଉପଯୁକ୍ତ ଦୃଷ୍ଟି ଦିଆଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଶାନ୍ତ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲା କଳାପଥରର ଜଣେ ବ୍ୟକ୍ତିଙ୍କୁ ରାଜଧାନୀରେ ଜାଗା ମିସନରେ ପଟ୍ଟା ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ବାଲିତୋଟାସାହି ବସ୍ତିରେ ରହୁଥିବା କଟକ ଜିଲ୍ଲା ବାଙ୍କୀର ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବଦଳରେ ୩ଟି ପଟ୍ଟା ଦିଆଯାଉଛି।  ଏହା କେବଳ ଉଦାହରଣ ମାତ୍ର। ଏଭଳି ଅନେକ ଅନିୟମିତତାକୁ ନେଇ ବିଧାୟକଙ୍କ ବାସଭବନ ଘେରାଉ ବେଳେ ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ। ସପ୍ତାହେ ହେଲା ରାଜଧାନୀର ବିଭିନ୍ନ ବସ୍ତିରୁ ପ୍ରାୟ ୧୪୦୦ରୁ ଅଧିକ ପିଟିସନ ଏଥିସଂକ୍ରାନ୍ତରେ ଦାଖଲ ହୋଇଛି।  ମାତ୍ର ସର୍ବପ୍ରଥମେ  ଏହାକୁ ନେଇ ବାଲିତୋଟାସାହି ବସ୍ତିର ଅ...

ନିଫା ଆନୁକୂଲ୍ୟରେ ସାଇକେଲ ମାରାଥନ ଅନୁଷ୍ଠିତ...

Image
ନିଫା ଆନୁକୂଲ୍ୟରେ ସାଇକେଲ ମାରାଥନ ଅନୁଷ୍ଠିତ... କଣ୍ଟାବାଞ୍ଜି,୨୭/୦୮ : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜି୨୦ସମିଟ ଭାରତରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଛି।ଏହି ଅବସରରେ ନିଫା ତରଫରୁ ସାରା ଦେଶରେ ପାଞ୍ଚଶହ ଯାଗାରେ ଆଜି ବସୁଧୈବ କୁଟୁମ୍ବକମର ନାରାଦେଇ ଗ୍ଳୋବାଲ ସାଇକେଲ ରାଇଡିଙ୍ଗ କରିବାର ନିଷ୍ପତ୍ତି ନିଆଯାଇଥିଲା। Ad.. ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଠାରେ ନିଫା ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ଝରିଣୀ ଅନୁଷ୍ଠାନ ତରଫରୁ କଣ୍ଟାବାଞ୍ଜି ପୋଲିସ ଷ୍ଟେସନରୁ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ସାଇକେଲ ରେଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ, ପ୍ରକୃତିପ୍ରେମୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ସହଯୋଗ କରିବା ସହିତ ଅଧ୍ୟକ୍ଷ ହରପ୍ରସାଦ ନାୟକ,ନାରାୟଣ ପ୍ରସାଦ ଅଗ୍ରୱାଲ, ରୋହିତ ଅଗ୍ରୱାଲ, ସାହାବାଜ ଖାନ,ସ୍ମିଥ ଦଳେଇ,ଲକ୍ଷ୍ମୀ ମୋଟେ,ଅମ୍ବିକା ହୋତା, ରୀନା ମେହେର, ଆରିଫ ମହମ୍ମଦ, ଜି ତିରୁମଲ୍ଲା,କୀର୍ତ୍ତନ ମେହେର, ଧୀରଜ ବେହେରା, ଏଚ ପନିକା, ଏସ ପଟ୍ଟନାୟକ, ଥମିର ଛତ୍ରିଆ, ଧନସିଂ ମାଝୀ, ଦୀନବନ୍ଧୁ ବଗର୍ତ୍ତୀ ସହଯୋଗ କରିଥିଲେ। Edited by k.s thakur...

କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ମନ୍ତ୍ରୀ ରାଜୁ ଢ଼ୋଲକିଆ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା...

Image
କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ମନ୍ତ୍ରୀ ରାଜୁ ଢ଼ୋଲକିଆ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା... କଣ୍ଟାବାଞ୍ଜି,୨୬/୦୮ : ଅନେକ ବର୍ଷରୁ କଣ୍ଟାବାଞ୍ଜି ରାଜସ୍ୱ ଜିଲ୍ଲା ମାନ୍ୟତା ଦାବୀ କୁ ନେଇ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିିତି ସଂଘର୍ଷ କରି ଆସୁଅଛି। ଅନେକ ଥର ମାସ ମାସ ଧରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ତ କେବେ ସମସ୍ତ ଦୋକାନ ବଜାର , ସ୍କୁଲ ,କଲେଜ ଓ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ସହ ଚଖ ଅଖ ବନ୍ଦ କରାଯାଇ ଆସୁଅଛି। Ad.. ତେବେ ଆଜି ଏହି କଣ୍ଟାବାଞ୍ଜି କୁ ରାଜସ୍ୱ ଜିଲ୍ଲା ମାନ୍ୟତା ଦାବୀ କୁ ନେଇ ସହଯୋଗ ର ହାତ ବଢ଼େଇ ସାମିଲ ହୋଇଛନ୍ତି ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜୁ ଭାଇ ଢୋଲକିଆ। କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି କାର୍ଯ୍ୟାଳୟ ରେ ଆଜି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ସଙ୍ଘ ର ସଦସ୍ୟ ମାନେ କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବୀ କୁ ନେଇ ଦୃଢୋକ୍ତି ରଖିଥିଲେ। ସେ ନେଇ ମନ୍ତ୍ରୀ ଶ୍ରୀ ଢୋଲକିଆ କହିଥିଲେ ଯେ ଏହି ନ୍ୟାର୍ୟ୍ଯ ଦାବିକୁ ନେଇ ମୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ମୁଖରେ ଏହି ଦାବୀ ଉପସ୍ଥାପନ କରିବି। ଯାହାକୁ ନେଇ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି କୁ ଆଉ ଏକ ଦୃଢ଼ ମନୋବଳ ଲାଭ ହୋଇ ଥିବା ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରୀୟମ ସିଂ ...

ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନିଯୁକ୍ତି ଦାବୀ କଲା ଆମ୍ ଆଦମୀ ପାର୍ଟି...

Image
ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନିଯୁକ୍ତି ଦାବୀ କଲା ଆମ୍ ଆଦମୀ ପାର୍ଟି... ବରପାଲି,୨୬/୦୮ : ବହୁ ଦିନରୁ ବରପାଲି ରେ ଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମରୁଡି ଦେଖା ଦେଇଛି । ଏହା ଫଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ।  Ad.. ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବୀ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ସମ୍ବୋଧନ କରି ଆପ୍ ପକ୍ଷରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଲକ୍ଷାଧିକ ଲୋକଙ୍କ ଏକମାତ୍ର ସରକାରୀ ସ୍ୱାସ୍ଥ୍ୟ ସେବା ର ଜରିଆ ହୋଇଥିବା ସିଏଚସି ରେ ନିୟମିତ ସ୍ପେସାଲିଷ୍ଟ ଡାକ୍ତର ଯଥା ମେଡ଼ିସିନ,ସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତର ନାହାନ୍ତି ।  ଅନ୍ୟପଟେ ଶିଶୁ ଓ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର ନାମକୁ ମାତ୍ର କାମଚଲା ହୋଇ ଥିବାରୁ ଏବଂ ଅନେକ ଅନଭିଜ୍ଞ ଡାକ୍ତରଙ୍କୁ ଜରୁରୀ ଡିୟୁଟି ଦିଆ ଯାଉଥିବାରୁ ଅଂଚଳର ସ୍ୱାସ୍ଥ୍ୟ ସେବା ଏକ ରକମ ଠପ ହୋଇପଡିଛି । ତେଣୁ ଏହି ଡାକ୍ତର ମାନଙ୍କୁ ତୁରନ୍ତ ନିଯୁକ୍ତ କରିବାକୁ ଆପ୍ ଦାବୀ କରିଛି ।  ସେହିପରି ରୋଗୀ ମାନଙ୍କ ରୋଗ ପରୀକ୍ଷା ପାଇଁ ବ୍ୟବହାର ହେଉଥିବା ଅଲ୍ଟ୍ରା ସାଉଣ୍ଡ, ଡିଜିଟାଲ ଏକ୍ସ ରେ, ଇସିଜି ଭଳି ମେସିନ ନଥିବା ରୁ ଚିକିତ୍ସା ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଦିଓ ଏହି ...

ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ...

Image
ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ... କଣ୍ଟାବାଞ୍ଜି,୨୫/୦୮ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟ ଗ୍ରାମରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଜଣ ଅଟକ।             Ad.. କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଗ୍ରାମର ଜଣେ ୬୫ବର୍ଷୀୟା  ବୃଦ୍ଧା ମହିଳା ଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ  ଗତକାଲି ରାତିରେ ୪ଜଣ ଯୁବକ ଉକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି। ସୂଚନା ଅନୁସାରେ, ଗତରାତ୍ରୀ ବୃଦ୍ଧା ଜଣକ ନିଜ ଘରେ ଶୋଇବା ସମୟରେ ଏହି ଘଟଣା ଘଟିଥିବା ବେଳେ ଗାଁର ହିଁ ଯୁବକମାନେ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏବେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ କଣ୍ଟାବାଞ୍ଜି ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯାଉଛି।  ଏହି ମାମଲାରେ କଣ୍ଟାବାଞ୍ଜି ପୁଲିସ  ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଜଣ ଯୁବକକୁ ଅଟକ ରଖି ତଦନ୍ତ କରୁଛି। ସେପଟେ ପରିବାର ଲୋକେ ଦୁଷ୍କର୍ମକାରୀ ଯୁବକ ମାନଙ୍କୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି। Edited by k.s thakur...

ଓଡ଼ିଶାର ପ୍ରସିଦ୍ଧ ତିର୍ଥଖେତ୍ର ନୃସିଂହନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି...

Image
ଓଡ଼ିଶାର ପ୍ରସିଦ୍ଧ ତିର୍ଥଖେତ୍ର ନୃସିଂହନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି... ବରଗଡ଼,୨୫/୦୮ : ପଶ୍ଚିମ ଓଡ଼ିଶାର ତିର୍ଥଖେତ୍ର ନୃସିଂହନାଥ ମନ୍ଦିର ର ମୁଖ୍ୟ ମନ୍ଦିର ଭିତରେ ଚୋର ପଶି ମୁଖ୍ୟ ହୁଣ୍ଡି ସମେତ ଅନ୍ୟ ଦୁଇ ଛୋଟ ହୁଣ୍ଡି ରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି ।                Ad.. ଘଟଣା କୁ ନେଇ ମନ୍ଦିର ପରିଚାଳନା ତରଫରୁ ପାଇକମାଳ ଥାନା ରେ ଚୋରି ମାମଲା ରୁଜୁ ହୋଇଛି । ଚୋରି ହେବାର ୪୮ ଘଣ୍ଟା ଅତିବାହିତ ହୋଇ ସାରିଥିଲା ବେଳେ ଅପରାଧ କିମ୍ବା ଅପରାଧି କୌଣସି ସୂଚନା ମିଳିନାହିଁ ।  ଘଟଣା ରୁ ଜଣା ପଡ଼ିଛି ଯେ ଗତ ବୁଧବାର ଦିନ ମଧ୍ୟ ରାତିରେ ସୁରକ୍ଷାକର୍ମୀ ଙ୍କ ଗହଣରେ ମନ୍ଦିର ଥିଲେ ମଧ୍ୟ ମୁଖ୍ୟ ମନ୍ଦିରର କବାଟ ଭାଙ୍ଗି ମୁଖ୍ୟ ହୁଣ୍ଡି ଭାଙ୍ଗି ଭକ୍ତ ଙ୍କ ଦାନ ଟଙ୍କା ଚୋରି ହୋଇଛି ‌‌। ସକାଳୁ ମନ୍ଦିର କର୍ତୁପକ୍ଷ ସିସି ଟିଭି ଫୁଟେଜ ଯାଞ୍ଚ କରି ବରଗଡ଼ ଜିଲ୍ଲାର ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଇକମାଳ ପୋଲିସ ଘଟଣାର ତଦନ୍ତ କରୁଛି । Report : Bijay ku sahu Edited by k.s thakur...

ଅନେକ ଦାବୀ ନେଇ ଗରିବସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା...

Image
ଅନେକ ଦାବୀ ନେଇ ଗରିବସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା... କଣ୍ଟାବାଞ୍ଜି,୨୪/୦୮ : ଆଜି ଗରିବ ସେନା କଣ୍ଟାବାଞ୍ଜି ସଭାପତି ଦିନେଶ ତାଣ୍ଡି ଙ୍କ ନେତୃତ୍ଵ ରେ ଅନେକ ଦାବୀ କୁ ନେଇ ଏକ ସ୍ବାଭିମାନ ପଦଯାତ୍ରା କଣ୍ଟାବାଞ୍ଜି RMC ଛକ ରୁ ଇନ୍ଦିରା ଛକ ପର୍ଯ୍ୟନ୍ତ ବାହାରି ଥିଲା।                 Ad.. ପ୍ରମୁଖ ଦାବୀ ମଧ୍ୟରେ ଟାଟା ପାୱାର ର ମନ ମାନି ,ଦାଦନ ମୁକ୍ତ ଅଞ୍ଚଳ,ଦୁର୍ନୀତି ମୁକ୍ତ ଅଞ୍ଚଳ, ରେଳ ୱାଗନ କାରଖାନା ନିର୍ମାଣ, ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ସ୍ଥାନୀୟ ନିଯୁକ୍ତି,ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ର ରେ ବିକାଶ ଖାଲି ପଡ଼ିଥିବା ଡାକ୍ତର ଏବଂ ଶିକ୍ଷକ ପଦବୀ ପୂରଣ, ଚାଷୀ ଋଣ ଛାଡ ଓ ଅଞ୍ଚଳ କୁ ମରୁଡି ଘୋଷଣା କରିବା, ନିର୍ମାଣ ଶ୍ରମିକ ର ଅଧିକାର ପାଇଁ,ସରକାରୀ ଯୋଜନା ରେ ଶ୍ରମିକ ମାନଙ୍କୁ ଠିକ୍ ସମୟରେ ପାଉଣା ପ୍ରଦାନ କରିବା, ବଞ୍ଚିତ ଯୋଗ୍ୟ ବ୍ୟକ୍ତି କୁ  ପ୍ରଧାନମନ୍ତ୍ରୀ ଆୱାସ ରେ ସାମିଲ, ଖାଲି ପଡ଼ିଥିବା ସରକାରୀ କ୍ଷେତ୍ର ରେ ପଦବୀ ପୂରଣ କରିବା ଦାବି ରେ ପଦ ଯାତ୍ରା କରାଯାଇଥିଲା।  ଯେଉଁ ଥୀରେ ଉପ ସଭାପତି ଯୁବରାଜ ମାଝୀ,ସମ୍ପାଦକ ଜୟନ୍ତ କୁମାର ସାହୁ, ସାୟଟ ସତର ସତୀର ଅଲି,ହେମନ୍ତ ବେହେରା,ବୁଲୁ ହିଆଳ,ଅଭିରାମ ତାଣ୍ଡି,ବୀରଭଦ୍ର ଛୁରା,କଳମନି ମଙ୍ଗରାଜ,ନିଶିକାନ୍ତ ଦୀପ,ସିଦ୍ଧାନ୍ତ ବାଗ,ପ୍ରତୀକ କୁମାର,ଘାସିରାମ ସାହୁ...

ଚନ୍ଦ୍ରାୟନ ୩ ସଫଳତା କୁ ନେଇ କଣ୍ଟାବାଞ୍ଜି ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ପକ୍ଷରୁ ସେଲିବ୍ରେସନ...

Image
ଚନ୍ଦ୍ରାୟନ ୩ ସଫଳତା କୁ ନେଇ କଣ୍ଟାବାଞ୍ଜି ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ପକ୍ଷରୁ ସେଲିବ୍ରେସନ... କଣ୍ଟାବାଞ୍ଜି,୨୪/୦୮ : ଗତକାଲି ଚନ୍ଦ୍ରାୟନ ୩ ଚନ୍ଦ୍ରମା ରେ ସଫଳ ଭାବେ ଓଲ୍ଲେଇ ଥିବାରୁ ସାରା ଦେଶରେ ଖୁସି ର ଲହରୀ ଖେଳିଯାଇଥିଲା।                     Ad.. ଏହି ଖୁସି କୁ କଣ୍ଟାବାଞ୍ଜି ରେ ମଧ୍ୟ ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ପକ୍ଷରୁ ସେଲିବ୍ରେସନ କରାଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ  କମିଟି ପକ୍ଷରୁ ସମସ୍ତ ସଦସ୍ୟ ମାନେ ମିଠା ବାଣ୍ଟି ଓ ଫଟକା ଫୁଟେଇ ଖୁସି ପାଳନ କରିଥିଲେ। ଭାରତ ମାତା କି ଜୟ ଓ ହିନ୍ଦୁସ୍ତାନ ଜିନ୍ଦାବାଦ ର ନାରା ରେ କଣ୍ଟାବାଞ୍ଜି ଗୁଞ୍ଜରିତ ହୋଇ ଉଠିଥିଲା। ଏହି ଅବସରରେ ଶ୍ରୀ ଜଗନ୍ନାଥ ଗଣେଶ ପୂଜା କମିଟି ସଦସ୍ୟ ବାବୁ ସିଂ, ବେଦବ୍ୟାସ ନାଗ, ରାଜେନ୍ଦ୍ର ବେହେରା, ତପନ ବେହେରା,ମନୀଷ ଠାକୁର,ସଭାପତି ବିଜୟ କୁମାର ପୁଟେଲ, ବିକାଶ ବର୍ଗେ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। Edited by k.s thakur...

କଣ୍ଟାବାଞ୍ଜି ସବ୍ ଜେଲର ଓ ୱେବ୍ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ର ସାମ୍ବାଦିକ ସମ୍ମିଳନି...

Image
କଣ୍ଟାବାଞ୍ଜି ସବ୍ ଜେଲର ଓ ୱେବ୍ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ର ସାମ୍ବାଦିକ ସମ୍ମିଳନି... କଣ୍ଟାବାଞ୍ଜି, ୨୪/୦୮ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସାମ୍ବାଦିକ ସଂଘ ତରଫରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପି.ଡବ୍ଲୁ.ଡି. ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି ।  କଣ୍ଟାବାଞ୍ଜି ସବ୍ ଜେଲର ବିକାଶ ଲତା ବାରୁ ଏବଂ ଜଣେ ୱେବ୍ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ଭିଡିଓ ଭାଇରାଲକୁ ନେଇ ଏହି ଖବରଦାତା ସମ୍ମିଳନି ଅନୁଷ୍ଠିତ ହୋଇଛି ।              Ad.. ସଂପୃକ୍ତ  ସବ୍ ଜେଲର ବାରୁ ଏବଂ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ମଧ୍ୟରେ ହୋଇଥିବା ଭିଡିଓ ଭାଇରାଲ ମଧ୍ୟରେ ଜିନ୍ଦା କିମ୍ବା ମୁର୍ଦ୍ଦା ମୁଣ୍ଡ ଆଣିବା ପାଇଁ ସଂପୃକ୍ତ ବେହେରାଙ୍କୁ କହୁଥିବା ବେଳେ ସାମ୍ବାଦିକ ବେହେରା ୨ ଲକ୍ଷ ଟଙ୍କା ଦାବୀ କରୁଥିବା  ଭାଇରାଲ ହୋଇଥିଲା ।  ଏପରିକି ସାମ୍ବାଦିକ ବେହେରା ସାମ୍ବାଦିକ ସଂଘର ଜଣେ ସଦସ୍ୟ ବୋଲି ନିଜକୁ ପରିଚୟ  ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ଖଣ୍ଡନ କରିବା ସହିତ ସଂଘ ତରଫରୁ ନିନ୍ଦା ପ୍ରସ୍ତାବ ଆଗତ ହୋଇଛି ।  ବୁଧବାର ଦିନ   ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ...

ଜାତୀୟ ୧୯ ବର୍ଷରୁ କମ ଚେସ୍ ପ୍ରତିଯୋଗିତା,କଣ୍ଟାବାଞ୍ଜି ରୁ ସୁରଜ୍ ମନୋନୀତ...

Image
ଜାତୀୟ ୧୯ ବର୍ଷରୁ କମ ଚେସ୍ ପ୍ରତିଯୋଗିତା,କଣ୍ଟାବାଞ୍ଜି ରୁ ସୁରଜ୍ ମନୋନୀତ... କଣ୍ଟାବାଞ୍ଜି ,୨୩/୦୮ : ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାତର ଅହମଦାବାଦ ଠାରେ ହେବାକୁ ଥିବା ୧୯ ବର୍ଷରୁ କମ ଚେସ ପ୍ରତିଯୋଗୀତାରେ ଭାଗ ନେବା ପାଇଁ କଣ୍ଟାବାଞ୍ଜି ରୁ ସୁରଜ୍ ମହନ୍ତ ମନୋନୀତ ହୋଇଥିବା ସୂଚନା ମିଳିଛି ।              Ad.. ବିଗତ କିଛି ବର୍ଷ ହେଲା କଣ୍ଟାବାଞ୍ଜିର ଯୁବ ପିଢ଼ି ଚେସ ଖେଳ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଅନେକ ସମୟରେ କଣ୍ଟାବାଞ୍ଜି ରେ ଜାତୀୟ ସ୍ତରର ଚେସ ଖେଳ ମଧ୍ୟ ଆୟୋଜନ କରାଯାଇଛି ।  ଏହା ଫଳରେ ଏହି ଅଞ୍ଚଳ ଦିନକୁ ଦିନ ଅନେକ ପ୍ରତିଭାବାନ ଚେସ ଖେଳାଳୀ ରାଜ୍ୟ ଏବଂ ଜାତୀୟ ସ୍ତରକୁ ମନୋନୀତ ହେବା ଦେଖିବାକୁ ମିଳିଛି । Edited by k.s thakur...

ଏକ ଟ୍ରେଲରରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର,ଲୁଟ ପାଇଁ ଆକ୍ରମଣ ସନ୍ଦେହ...

Image
ଏକ ଟ୍ରେଲରରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର,ଲୁଟ ପାଇଁ ଆକ୍ରମଣ ସନ୍ଦେହ... ସୁନ୍ଦରଗଡ଼,୨୩/୦୮ : ବିଜୁ ଏକ୍ସପ୍ରେସ ୱେ କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳ ବସଷ୍ଟାଣ୍ଡ ନିକଟରେ ଆଜି ଏକ ଟ୍ରେଲରରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି।                Ad.. ସୂଚନା ଅନୁସାରେ, ମୃତ ଚାଳକଙ୍କ ବାମ ଜଙ୍ଘରେ ଛୁରିରେ ଆକ୍ରମଣ ହୋଇଥିବାର ଚିହ୍ନ ଥିବାବେଳେ ରକ୍ତ ବାହାରି ଚାଳକଙ୍କ ଗାଡ଼ି ଭିତରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କୁ ଲୁଟ୍ ପାଇଁ ଏଭଳି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ପର୍ଯ୍ୟନ୍ତ ଚାଳକଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ୍ ଦଳକୁ ଖବର ଦିଆଯାଇଛି। ପ୍ରକାଶ ଥାଉକି ଟ୍ରଲରଟି କୋଇଡାରୁ ଲୁହାପଥର ନେଇ ଆସୁଥିଲା। ଗତକାଲି ରାତି ୧୧ଟାରେ ଏହା ରମାବାହାଲସ୍ଥିତ ଟୋଲଗେଟ ଅତିକ୍ରମ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । Edited by k.s thakur...

ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ଜନକ ଭିଡିଓ ଫେସବୁକ ରେ ପୋଷ୍ଟ ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ପାଳିତ...

Image
ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ଜନକ ଭିଡିଓ ଫେସବୁକ ରେ ପୋଷ୍ଟ ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ପାଳିତ... ଖରିଆଳ,୨୩/୦୮ : ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ସୂଚକ ଭିଡିଓ ଫେସ ବୁକ ରେ ପୋଷ୍ଟ  ଘଟଣା ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ପାଳିତ ହୋଇଯାଇଅଛି।              Ad.. ଏହି ବନ୍ଦ ପାଳନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ବେ-ସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ସ୍କୁଲ, କଲେଜ, ବନ୍ଦ ରହିଅଛି। ଏହି ଉପଲକ୍ଷେ ଅନୁଷ୍ଠାନ ସଦସ୍ୟ ମାନେ ବାଇକରେ ପେକେଟିଙ୍ଗ କରିଥିବା ବେଳେ ଖଡିଆଳ ଥାନା ଛକ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଧର୍ମ ଏବଂ ସମ୍ପ୍ରଦାୟକୁ ଆକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସଙ୍ଗଠନ ପକ୍ଷ ରୁ ପ୍ରକାଶ। ଏହି ବନ୍ଦ ପାଳନ ରେ ବସ ଯାନବାହାନ ଚଳାଚଳ ସ୍ବାଭାବିକ ରହିଥିବା ବେଳେ   ୩୫୩ ନମ୍ୱର ଜାତୀୟ ରାଜପଥ ମଧ୍ୟ ସ୍ବାଭାବିକ ରହିଅଛି।  ଖଡିଆଳ ପୋଲିସ ପକ୍ଷର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଛନ୍ତି। ଏକ ପ୍ଲାଟୁନ ପୋଲିସ ଫୋର୍ସ ମୂଳତୟନ ହୋଇଥିବା ବେଳେ ସମସ୍ତ ଛକ ଏବଂ ଜନଗହଳି ସ୍ଥାନ ରେ ପୋଲିସ ମୁତୟନ ହୋଇଅଛି। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଅଛି।ଏହି ଘଟଣା ନେଇ ଖଡିଆଳ ଥାନା ର...

କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ : ସ୍ୱୟଂ ସହାୟକ ଗୋଷ୍ଠୀ, ୫ ଟି ବ୍ଲକ ଓ ୪୦ ରୁ ଉର୍ଦ୍ଧ୍ବ ସଂଗଠନ ର ପୂର୍ଣ ସମର୍ଥନ...

Image
କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ : ସ୍ୱୟଂ ସହାୟକ ଗୋଷ୍ଠୀ, ୫ ଟି ବ୍ଲକ ଓ ୪୦ ରୁ ଉର୍ଦ୍ଧ୍ବ ସଂଗଠନ ର ପୂର୍ଣ ସମର୍ଥନ... କଣ୍ଟାବାଞ୍ଜି,୨୨/୦୮ : କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି।                Ad.. ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏଠାରେ କିଛି ସମୟ ପାଇଁ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। Ad.. ଆଜିର ଏହି ବନ୍ଦରେ ସହରର ୪୦ ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସଙ୍ଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜ ଶ୍ୟାମ ଗୁରୁ, ଏନଏସି ଅଧକ୍ଷ ବରିୟାମ ସିଂହ ସାଲୁଜା, ବିଦେଶୀ ବେହେରା, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସ, ବିଜୟ ବଂସଲ, ଅଜୟ ଅଗ...

କଣ୍ଟାବାଞ୍ଜି ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତିକୁ ସମ୍ବର୍ଦ୍ଧନା...

Image
କଣ୍ଟାବାଞ୍ଜି ବନ ବିଭାଗ ପକ୍ଷରୁ ବନ ସୁରକ୍ଷା ସମିତିକୁ ସମ୍ବର୍ଦ୍ଧନା... କଣ୍ଟାବାଞ୍ଜି,୨୦/୦୮ : କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ସଚେତନତା ସୃଷ୍ଟି  ଓ ସ୍ୱ।ବଲମ୍ବୀ କରିବା ପାଇଁ ବନ ସୁରକ୍ଷା ସମିତି ମାନଙ୍କୁ ଏକ ଭବ୍ୟ ସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା।               Ad.. କଣ୍ଟାବାଞ୍ଜି ରେଞ୍ଜର କାର୍ଯ୍ୟାଳୟ ପ୍ରାଙ୍ଗଣରେ ଶ୍ରଦ୍ଧାଦେବ ବଡମାଳୀ ରେଞ୍ଜରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ସନ୍ତୋଷ ସିଂ ସାଲୁଜା,ବିଧାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁଖ୍ୟ ଅତିଥି, ଅଧ୍ୟାପକ ସଞ୍ଜୟ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। Ad.. ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ସଦାସର୍ବଦା ଜଙ୍ଗଲ ର ସୁରକ୍ଷା କରିବା ସହିତ ବୃକ୍ଷ ରୋପଣ, ବନାଗ୍ନି ରୋକିବା ଉପରେ କାମ କରୁଥିବା ସାତଗୋଟି ବନସୁରକ୍ଷା ସମିତି ଯଥା ତୁରେକେଲା, ଢୋଲମାନ୍ଦଲ,ସାଲେପଡା,ମାନ୍ଦଲା, ସମରସିଂ,ଲର୍କି, ତେତେଲଖୁଣ୍ଟଆଦିଙ୍କୁ ପ୍ରମାଣପତ୍ର, ଖଲିଦନା ତିଆରି ମେସିନ, ବିରିବଟା,ସିଲେଇ ମେସିନ ଓ ଚୌକି ପ୍ରଦାନ କରାଯାଇଥିଲା ।ଏହି ସଭାରେ ବନକର୍ମଚାରୀ,ପ୍ରକୃତିପ୍ରେମୀ,ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। Edited by k.s thakur...