ଜାତୀୟ ୧୯ ବର୍ଷରୁ କମ ଚେସ୍ ପ୍ରତିଯୋଗିତା,କଣ୍ଟାବାଞ୍ଜି ରୁ ସୁରଜ୍ ମନୋନୀତ...

ଜାତୀୟ ୧୯ ବର୍ଷରୁ କମ ଚେସ୍ ପ୍ରତିଯୋଗିତା,କଣ୍ଟାବାଞ୍ଜି ରୁ ସୁରଜ୍ ମନୋନୀତ...

କଣ୍ଟାବାଞ୍ଜି ,୨୩/୦୮ : ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାତର ଅହମଦାବାଦ ଠାରେ ହେବାକୁ ଥିବା ୧୯ ବର୍ଷରୁ କମ ଚେସ ପ୍ରତିଯୋଗୀତାରେ ଭାଗ ନେବା ପାଇଁ କଣ୍ଟାବାଞ୍ଜି ରୁ ସୁରଜ୍ ମହନ୍ତ ମନୋନୀତ ହୋଇଥିବା ସୂଚନା ମିଳିଛି । 

           Ad..



ବିଗତ କିଛି ବର୍ଷ ହେଲା କଣ୍ଟାବାଞ୍ଜିର ଯୁବ ପିଢ଼ି ଚେସ ଖେଳ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଅନେକ ସମୟରେ କଣ୍ଟାବାଞ୍ଜି ରେ ଜାତୀୟ ସ୍ତରର ଚେସ ଖେଳ ମଧ୍ୟ ଆୟୋଜନ କରାଯାଇଛି । 

ଏହା ଫଳରେ ଏହି ଅଞ୍ଚଳ ଦିନକୁ ଦିନ ଅନେକ ପ୍ରତିଭାବାନ ଚେସ ଖେଳାଳୀ ରାଜ୍ୟ ଏବଂ ଜାତୀୟ ସ୍ତରକୁ ମନୋନୀତ ହେବା ଦେଖିବାକୁ ମିଳିଛି ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...