ଓଡ଼ିଶାର ପ୍ରସିଦ୍ଧ ତିର୍ଥଖେତ୍ର ନୃସିଂହନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି...

ଓଡ଼ିଶାର ପ୍ରସିଦ୍ଧ ତିର୍ଥଖେତ୍ର ନୃସିଂହନାଥ ମନ୍ଦିରରେ ହୁଣ୍ଡି ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଚୋରି...

ବରଗଡ଼,୨୫/୦୮ : ପଶ୍ଚିମ ଓଡ଼ିଶାର ତିର୍ଥଖେତ୍ର ନୃସିଂହନାଥ ମନ୍ଦିର ର ମୁଖ୍ୟ ମନ୍ଦିର ଭିତରେ ଚୋର ପଶି ମୁଖ୍ୟ ହୁଣ୍ଡି ସମେତ ଅନ୍ୟ ଦୁଇ ଛୋଟ ହୁଣ୍ଡି ରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି । 

             Ad..



ଘଟଣା କୁ ନେଇ ମନ୍ଦିର ପରିଚାଳନା ତରଫରୁ ପାଇକମାଳ ଥାନା ରେ ଚୋରି ମାମଲା ରୁଜୁ ହୋଇଛି । ଚୋରି ହେବାର ୪୮ ଘଣ୍ଟା ଅତିବାହିତ ହୋଇ ସାରିଥିଲା ବେଳେ ଅପରାଧ କିମ୍ବା ଅପରାଧି କୌଣସି ସୂଚନା ମିଳିନାହିଁ । 

ଘଟଣା ରୁ ଜଣା ପଡ଼ିଛି ଯେ ଗତ ବୁଧବାର ଦିନ ମଧ୍ୟ ରାତିରେ ସୁରକ୍ଷାକର୍ମୀ ଙ୍କ ଗହଣରେ ମନ୍ଦିର ଥିଲେ ମଧ୍ୟ ମୁଖ୍ୟ ମନ୍ଦିରର କବାଟ ଭାଙ୍ଗି ମୁଖ୍ୟ ହୁଣ୍ଡି ଭାଙ୍ଗି ଭକ୍ତ ଙ୍କ ଦାନ ଟଙ୍କା ଚୋରି ହୋଇଛି ‌‌। ସକାଳୁ ମନ୍ଦିର କର୍ତୁପକ୍ଷ ସିସି ଟିଭି ଫୁଟେଜ ଯାଞ୍ଚ କରି ବରଗଡ଼ ଜିଲ୍ଲାର ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଇକମାଳ ପୋଲିସ ଘଟଣାର ତଦନ୍ତ କରୁଛି ।






Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...