ଏକ ଟ୍ରେଲରରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର,ଲୁଟ ପାଇଁ ଆକ୍ରମଣ ସନ୍ଦେହ...

ଏକ ଟ୍ରେଲରରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର,ଲୁଟ ପାଇଁ ଆକ୍ରମଣ ସନ୍ଦେହ...

ସୁନ୍ଦରଗଡ଼,୨୩/୦୮ : ବିଜୁ ଏକ୍ସପ୍ରେସ ୱେ କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳ ବସଷ୍ଟାଣ୍ଡ ନିକଟରେ ଆଜି ଏକ ଟ୍ରେଲରରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି। 

              Ad..



ସୂଚନା ଅନୁସାରେ, ମୃତ ଚାଳକଙ୍କ ବାମ ଜଙ୍ଘରେ ଛୁରିରେ ଆକ୍ରମଣ ହୋଇଥିବାର ଚିହ୍ନ ଥିବାବେଳେ ରକ୍ତ ବାହାରି ଚାଳକଙ୍କ ଗାଡ଼ି ଭିତରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କୁ ଲୁଟ୍ ପାଇଁ ଏଭଳି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଏ ପର୍ଯ୍ୟନ୍ତ ଚାଳକଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ୍ ଦଳକୁ ଖବର ଦିଆଯାଇଛି। ପ୍ରକାଶ ଥାଉକି ଟ୍ରଲରଟି କୋଇଡାରୁ ଲୁହାପଥର ନେଇ ଆସୁଥିଲା। ଗତକାଲି ରାତି ୧୧ଟାରେ ଏହା ରମାବାହାଲସ୍ଥିତ ଟୋଲଗେଟ ଅତିକ୍ରମ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...