ଶ୍ରୀ ଦଧିବାମନ ମହାପ୍ରଭୂ ଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୁଜା ଓ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣ...

ଶ୍ରୀ ଦଧିବାମନ ମହାପ୍ରଭୂ ଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୁଜା ଓ ଲୋକାର୍ପଣ ଉତ୍ସବର ନିମନ୍ତ୍ରଣ... ଭଟଲି,୩୧/୧୨ : ଭଟଲି ଆଜି ୨୮ତାରିଖ ଦିନ ପୂର୍ବାହ୍ନ ରେ ଶ୍ରୀକ୍ଷେତ୍ରଧାମ ପୁରୀ ର ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ବାମୀ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ର ନିମନ୍ତ୍ରଣ ସକାଶେ ଦଧିବାମନ ଧାମ ଭଟଲି ପହଞ୍ଚି ସମ୍ପୂର୍ଣ୍ଣ ଜଗନ୍ନାଥ ଭକ୍ତିମୟ ଭ।ବ।ବିହ୍ୱଳ ପରିବେଶ ମଧ୍ୟରେ ସଙ୍କୀର୍ତ୍ତନ ଦଳର ସୁମଧୁର ମୃଦୁଙ୍ଗ, ଗିନି କରସ୍ତ।ଲ ବାଜଣ।, ଭକ୍ତଙ୍କଜୟ ଜଗନ୍ନାଥ ଜୟକ।ର ଧ୍ଵନି, ସ୍ଵଂସହାୟକ୍ ମହିଳା ଦଳ ଙ୍କ ହୁଳହୁଳି ଧ୍ଵନି ବିରକ।ହାଲି ବାଦକ ମାନଙ୍କର ବିରକ।ହାଳି ଧ୍ଵନି ପ୍ରକମ୍ପନ ସହ ଏକ ଶୋଭାଯାତ୍ରା ରେ ଶ୍ରୀ ଦଧିବାମନ ମହାପ୍ରଭୂ ଙ୍କ ମନ୍ଦିର କୁ ଯାଇଥିଲେ । Ad.. ପ୍ରତିନିଧି ଦଳରେ ମହାପ୍ରଭୂ ଜଗନ୍ନାଥ ଙ୍କ ସେବାୟତ ଶ୍ରୀ ବିପିନ ପତ୍ରୀ ,ଶ୍ରୀ ଜୟକୃଷ୍ଣ ମହାପାତ୍ର ଓ ଶ୍ରିଶିକନ୍ ପତ୍ରୀ ପ୍ରତିନିଧତ୍ଵ କରି ଥିଲେ । ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର ଲୁହ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସ, ଉପଜିଲ୍ଲାପ।ଲ୍ ...