Tulsi NXT ଲକି ଡ୍ର ରେ ମାୟା ଧର ପାଇଲେ ପ୍ରଥମ ପୁରସ୍କାର...
Tulsi NXT ଲକି ଡ୍ର ରେ ମାୟା ଧର ପାଇଲେ ପ୍ରଥମ ପୁରସ୍କାର...
ଟିଟିଲାଗଡ,୩୦/୧୨ : ଗତ କାଲି Tulsi NXT ଲକି ଡ୍ର ରେ ମାୟା ଧର ପାଇଲେ ପ୍ରଥମ ପୁରସ୍କାର। ପ୍ରଥମ ପୁରସ୍କାର ରେ Honda Activa ଦୁଇ ଚକିଆ ଗାଡ଼ି ରଖା ଯାଇଥିଲା।
Ad..
ପ୍ରଥମ ପୁରସ୍କାର Honda Activa କୁ ଟିଟିଲାଗଡ଼ ଉପଜିଲ୍ଲପାଳ ଦୟାମୟ ପାଢ଼ୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ସମୟରେ sdpo ଅଙ୍କିତା କୁମ୍ଭାର,ଖରୀଆର ତହସିଲଦାର ଲଳିତ ବାଗ, ସେଲ୍ ଟେକ୍ସ ଅଧିକାରୀ ପ୍ରିୟବ୍ରତ ସାହୁ, ଟିଏମ୍ଏ ସଭାପତି ଶମ୍ଭୁ ପ୍ରସାଦ, ସମାଜସେବୀ ନବୀନ ଜୈନ,ତୁଳସୀ ଏନେକ୍ଟି ସଂଚାଳକ ଅଜିତ ଜୈନ ଓ ବହୁ ସଂଖ୍ୟା ରେ ଗ୍ରାହକ ଉପସ୍ଥିତ ଥିଲେ।
Ad..
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Edited by k.s thakur...
Comments
Post a Comment