ବରଗଡ଼ ଜିଲ୍ଲା ଭଟଲି କୁଶନପୁରୀ ଗାଁ ରେ ବାହୁଡ଼ା ରଥ ଯାତ୍ରା ସମାପନ...

ବରଗଡ଼ ଜିଲ୍ଲା ଭଟଲି କୁଶନପୁରୀ ଗାଁ ରେ ବାହୁଡ଼ା ରଥ ଯାତ୍ରା ସମାପନ...


ବରଗଡ଼,୦୫/୦୭ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କୁଶନପୁରୀ ଗାଁ ରେ ବାହୁଡା଼ ଯାତ୍ରା ରଥ ଯାତ୍ରା ସମାପନ ହୋଇଯାଇଛି। 

      Ad..


ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ଯୁବନେତା ଇରାସିସ୍ ଆଚାର୍ଯ୍ୟ ଯୋଗଦାନ ଦେଇ ସମସ୍ତ ନିତିକାନ୍ତି ଓ ଛେରାପହରା କାର୍ଯକ୍ରମ ରେ ସହଯୋଗ କରି ସମାପନ କରିଥିଲେ। 

Ad..


କୁଶନପୁରୀ ଗାଁ ର ସମସ୍ତ ଜନସାଧାରଣ ଙ୍କ ଯୋଗଦାନ ରେ ରଥଯାତ୍ରା ସମାପନ ହୋଇ ବାହୁଡା ରଥ ଟଣା ହୋଇଛି।

Ad..






Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...