ଅଞ୍ଚଳ ମହାବିଦ୍ୟାଳୟରେ ପିଜି ଖୋଲିଲା...

ଅଞ୍ଚଳ ମହାବିଦ୍ୟାଳୟରେ ପିଜି ଖୋଲିଲା...


ପଦ୍ମପୁର,୨୯/୦୬ : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଦୀର୍ଘ  ଦୁଇ ବର୍ଷ ପୂର୍ବରୁ ଦଶଟି ବିଭାଗରେ ପିଜି ଖୋଲିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଓଡ଼ିଆ ,ଇଂରାଜୀ, ଅର୍ଥନୀତି, ଇତିହାସ ଓ ରାଜନୀତି ବିଜ୍ଞାନ ରେ..

            Ad..


ଏମ.ଏ. ରସାୟନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ରେ ଏମ.ଏ. ସି. ଏବଂ ଏମ. କମ୍ ଚଳିତ ବର୍ଷ ୨୦୨୫-୨୬ ରୁ ନାମ ଲେଖାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ର ଏଚ.ପି.ସି.ଦ୍ଵାରା  ନିଷ୍ପତ୍ତି ଗ୍ରହଣ କରାଯାଇଛି। 

Ad..



ଏଥିପାଇଁ ସମଗ୍ର ପଦ୍ମପୁର ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବି ମହଲରେ ଆନନ୍ଦ ପ୍ରକାଶ ପାଇଛି। କଲେଜର ଅଧ୍ୟକ୍ଷ ପ୍ରଫେସର ଲଲିତ ମୋହନ ପଣ୍ଡାଙ୍କ ସମେତ ଏଡମିନିଷ୍ଟ୍ରେଟିଭ୍ ବର୍ଷାର ପ୍ରାଧ୍ୟାପକ ଖଗେଶ୍ବର ଦାଶ..

ଏକାଡେମିକ୍ ବର୍ଷାର ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଆଇ .କ୍ୟୁ ଏ.ସି.କୋର୍ଡିନେଟର ନବକୃଷ୍ଣ ମିଶ୍ର ଓ ସମସ୍ତ ପ୍ରଧ୍ୟାପକ,ପ୍ରାଧ୍ୟାପକ, ଅଧ୍ୟାପିକା, ଅଧ୍ୟାପିକା ଓ କର୍ମଚାରୀ ସରକାରଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି।



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...