ପୁରୀରେ ପହଞ୍ଚିଲା ରଥ କାଠ,୫ଟି ପର୍ଯ୍ୟାୟରେ ପହଞ୍ଚିଛି ୧୬୯ ଖଣ୍ଡ...

ପୁରୀରେ ପହଞ୍ଚିଲା ରଥ କାଠ,୫ଟି ପର୍ଯ୍ୟାୟରେ ପହଞ୍ଚିଛି ୧୬୯ ଖଣ୍ଡ...


ପୁରୀ,୨୯/୦୪:  ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠ । ବୌଦ୍ଧ ଡ଼ିଭିଜନର କଣ୍ଟାମାଳ ରେଞ୍ଜରୁ ୨୮ ଖଣ୍ଡ କାଠ ଗତକାଲି ରାତିରେ ଆସି ପହଞ୍ଚିଛି । ଯେଁଉଥିରେ ୧୬ଟି ଧଉରା ଏବଂ ୧୨ଟି ଅସନ କାଠ ରହିଛି । ଏବେ ସୁଦ୍ଧା ପାଞ୍ଚଟି ପର୍ଯ୍ୟାୟରେ ପୁରୀରେ ପହଞ୍ଚିଛି ୧୬୯ ଖଣ୍ଡ କାଠ ।

         Ad..


ତେବେ ପୂର୍ବ ବର୍ଷରୁ ୫୧ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ପାଇଁ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିଲା। ଆଉ ୪୮୮ ଖଣ୍ଡ କାଠ ବିଭିନ୍ନ ପର୍ଯ୍ୟାୟରେ ଆସି ରଥ ଖଳାରେ ପହଞ୍ଚିବା ନେ଼ଇ ସୂଚନା ମିଳିଛି। 

         Ad..


ଅନ୍ୟପକ୍ଷେ କଟକ ଖାପୁରିଆ ଠାରେ ୧୫୭ ଖଣ୍ଡ କାଠକୁ ଚିରଟ ଚାଲିଛି । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଏହି ଅବସରରେ ଶୁଭାରମ୍ଭ ହେବ ରଥ ନିର୍ମାଣର କାର୍ଯ୍ୟ ।



Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...