ନବ ଦାସ ମାମଲାରେ ଖୁବ୍ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ: କ୍ରାଇମ୍ବ୍ରାଞ୍ଚ୍ ଡିଜି...
ନବ ଦାସ ମାମଲାରେ ଖୁବ୍ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ: କ୍ରାଇମ୍ବ୍ରାଞ୍ଚ୍ ଡିଜି...
ଭୁବନେଶ୍ଵର,୨୯/୦୪ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଖୁବ୍ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ। ଏ ନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମ୍ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି।
Ad..
ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି । ଏନେଇ ଖୁବ୍ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ ।ସୂଚନା ଯୋଗ୍ୟ; ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ପୁନଃତଦନ୍ତ ଚଳାଇଛି କ୍ରାଇମ୍ବ୍ରାଞ୍ଚ ।
Ad..
ସେଥିପାଇଁ କିଛି ଦିନ ପୂର୍ବରୁ ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋପାଳ ଦାସର ମୋବାଇଲ୍ କଲ୍ ରେକର୍ଡ ଆଉ ଥରେ ଯାଞ୍ଚ କରିବା ସହ ଗୋପାଳ ଦାସର ପୁଅ, ବଡ଼ ଭାଇ, ବଡ଼ ଭାଇର ପୁଅକୁ ଜେରା କରିଛି ।
Edited by k.s thakur...
Comments
Post a Comment