କ୍ରିକେଟ ପ୍ରିମିୟର ଲିଗ ଉଦଘାଟିତ...

କ୍ରିକେଟ ପ୍ରିମିୟର ଲିଗ ଉଦଘାଟିତ...


ବରଗଡ଼,୨୯/୦୪ : ମାଁ ଭବାନୀ କ୍ଲବ୍ ନୁଆଁପଡା, ବରଗଡ଼ ଦ୍ଵାରା ପ୍ରାୟୋଜିତ  ବରଗଡ଼ ୱାର୍ଡ ନ: ୧୧ ସ୍ଥିତ ମଙ୍ଗଳା ପଡ଼ା, ନଟ କଲୋନୀ, ନୁଆଁପଡା ଓ ବାଞ୍ଜିପଡା କୁ ନେଇ ପଞ୍ଚମ MNNB ପ୍ରିମିୟର୍ ଲିଗ୍ କ୍ରିକେଟ୍  ଟୁର୍ଣ୍ଣାମେଣ୍ଟ୍ ବରିଷ୍ଠ କଳାକାର ତଥା ସମାଜସେବୀ ସତ୍ୟ ନାରାୟଣ ପଣ୍ଡା ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି। 

        Ad..


ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହାକୁ ଉଦଘାଟନ କରି ଶ୍ରୀ ପଣ୍ଡା କହିଛନ୍ତି ଯେ ଏହି ପରି ଛୋଟ ଛୋଟ ଟୁର୍ଣ୍ଣାମେଣ୍ଟରୁ ହିଁ ବଡ଼ ବଡ଼ ଖେଳାଳି ତିଆରି ହୋଇଥାନ୍ତି । 

         Ad..


ଏପରି ଆୟୋଜନ ପାଇଁ ଆୟୋଜକ କାହ୍ନୁ, ଦେବେନ୍, ଭିକି, କାଳିଆ, ରାକେଶ ଓ ସମସ୍ତ ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...