ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମେଟ୍ରିକ ବେଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ...

ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମେଟ୍ରିକ ବେଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ...


ପଦ୍ମପୁର,୩୦/୧୨ : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମେଟ୍ରିକ ବେଚ ର ବନ୍ଧୁମିଳନ ସ୍ଥାନୀୟ ଦେବଦର୍ହା ଠାରେ ଆୟୋଜିତ ହୋଇଯାଇଥିଲା। 

            Ad..


ପ୍ରଥମେ ଆମ ଗ୍ରୁପ ର ତୋଷବନ୍ତ ବାରିକ ଙ୍କ ଜନ୍ମ ଦିନ ହର୍ଷୋଲାସିତ ସହିତ ପାଳନ କରାଗଲା, ପରେ ପରେ ଆମ ଗହଣ ରେ ନ ଥିବା ମୃତ୍ୟୁ ବରଣ କରିଥିବା ବନ୍ଧୁ ରାଜେଶ ବାରିକ, ନିତ୍ୟାନନ୍ଦ ସାହୁ,ଲକ୍ଷ୍ମୀଧର ସାହୁ,ମୋହନ ବାଗ, ରିକୁ(ପ୍ରଦୀପ) ପାଇକ,ହେମନ୍ତ ସାହୁ, ନନ୍ଦକିଶୋର ମିଶ୍ର ଙ୍କ ସ୍ମୃତି ଚାରଣ କରି ୨ ମିନିଟ ର ନିରବ ପ୍ରାର୍ଥନା କରାଗଲା। 

Ad..


ବ୍ୟାଚ ର ସର୍ବସମ୍ମତି କ୍ରମେ ଦେବଦର୍ହା ର ଆନୁସଙ୍ଗିକ ଉନ୍ନତି କରଣ ସକାଶେ  ବିଶେଷ ଭାବେ ରାସ୍ତା  ନିର୍ମାଣ ପାଇଁ ମାନ୍ୟବର ସାଂସଦ ବରଗଡ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଙ୍କୁ ୨ଦିନ ଭିତରେ  ଦାବି ପତ୍ର ଦିଆଯିବାକୁ ପ୍ରସ୍ତାବ ନିଆଗଲା। 

     Ad..


ପଦ୍ମପୁର ର ସମସ୍ତ ବନ୍ଧୁଙ୍କ ସହିତ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସମସ୍ତ ବନ୍ଧୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ପ୍ରତାପ ନାଥ, ଦିନେଶ ପାଣିଗ୍ରାହୀ, ଗୋବିନ୍ଦ ପଟେଲ,  ସହଦେଵ ମେହେର, ସୁରେଶ ମିଶ୍ର, ବିହାରୀ ପଟେଲ, ଅନନ୍ତ ପ୍ରସାଦ ଦାଶ ,ନରସିଂହ ସରାଫ,ନିରୋଜ ଦାଶ,ସୁବ୍ରତ ମହାପାତ୍ର ଓ ସମସ୍ତ ବନ୍ଧୁ ଙ୍କ ସାହାୟତା ରେ କାର୍ଯ୍ୟକ୍ରମ ସଫଳ ରୁପାୟନ ରେ ପରିଣତ ହେଲା।



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...