ଶ୍ରୀ ଗୁଣ୍ଡିଚା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ:ଅନ୍ତରାଡୀ ବିଜୟୀ...

ଶ୍ରୀ ଗୁଣ୍ଡିଚା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ:ଅନ୍ତରାଡୀ ବିଜୟୀ... ଅମ୍ବାଭୋନା ,୩୧/୧୨ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚି଼ଚୋଲି-ପ୍ରକାଶପୁରସ୍ଥିତ ଶ୍ରୀ ଗୁଣ୍ଡିଚା ଖେଳ ପଡିଆ ରେ ଏସ ଜି ସି ସି ଆନୁକୂଲ୍ୟରେ ୧୧ଦିନ ଧରି ଚାଲିଥିବା ୨୮ ତମ ଶ୍ରୀ ଗୁଣ୍ଡିଚା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। Ad.. ଏହି ଟୁର୍ଣ୍ଣାମେଣ୍ଟ ଡ଼ିସେମ୍ବର ୨୧ ତାରିଖ ରୁ ଆରମ୍ଭ ହୋଇ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଫାଇନାଲ ମ୍ଯାଚ ରେ ଏସ ଜି ସି ସି ଚିଚୋଲି ଓ ଅନ୍ତରାଡ଼ି ଦଳ ମଧ୍ୟରେ ୧୨ ଓଭର ର ଖେଳ ହୋଇଥିଲା। ଅନ୍ତରାଡ଼ି ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଏସ ଜି ସି ସି ଚିଚୋଲି ଦଳକୁ ୧୦୦ ରନ ର ଟାର୍ଗେଟ ଦେଇଥିଲେ। Ad.. ମାତ୍ର ଏସ ଜି ସି ସି ୧୨ ଓଭରରେ ୮୪ ରନ କରି ଅନ୍ତରାଡି ଦଳଠାରୁ ପରାସ୍ତ ହୋଇଥିଲେ। ବିଟୁ ସା ଓ ଅମୃତ ଭୋଇ ସ୍କୋର ଦାୟିତ୍ୱ ରେ ଥିବା ବେଳେ ହିମାଂଶୁ ରାବତ ଓ ସୀତାରାମ ସାହୁ ହିନ୍ଦୀ ରେ ଏବଂ ଗଣନାଥ ପଧାନ ଓଡିଆ ରେ ଧାରା ବିବରଣୀ ଦେଇଥିଲେ। ଅମ୍ପେୟାର ଭାବରେ ବିମଲ ତାଣ୍ଡି ଓ କିଶୋର ସାହୁ ଦାୟିତ୍ୱ ତୁଲାଇଥିଲେ। Ad.. ମ୍ୟାନ ଅଫ ଦ ସିରିଜ ଏସ ଜି ସି ସି ର ଆଶିଷ ପାଣ୍ଡେ, ବେଷ୍ଟ ବ୍ୟାଟ୍ସ ମ୍ୟାନ ଅନ୍ତରାଡ଼ି ର ଭୈରବ, ବେଷ୍...