ଜାତୀୟ ସ୍ଥରରେ କବାଡି ଖେଳରେ କୃତିତ୍ୱ ହାସଲ କରିଥିବା ଖେଳାଳି ସମ୍ବର୍ଧିତ...

ଜାତୀୟ ସ୍ଥରରେ କବାଡି ଖେଳରେ କୃତିତ୍ୱ ହାସଲ କରିଥିବା ଖେଳାଳି ସମ୍ବର୍ଧିତ...


ବଙ୍ଗୋମୁଣ୍ଡା,୨୭/୧୧ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଛାତ୍ର ଓମ ସା ମଧ୍ୟପ୍ରଦେଶ ରାଜ୍ୟ ର ଭୋପାଳ ଠାରେ  ଆୟୋଜିତ ୬୮ ତମ ଜାତୀୟ ସ୍କୁଲ ଖେଳ ପ୍ରତିଯୋଗିତାରେ  ଓଡ଼ିଶା ଟିମରୁ କବାଡି  ଖେଲାଳି ଭାବେ ଅଂଶଗ୍ରହଣ କରିଥିଲେ ।

Ad..


ସୁନ୍ଦରଗଡ ଜିଲ୍ଲାର କୁତ୍ରା ପ୍ରଶିକ୍ଷଣ ଶିବିରରେ ୧୦ ଦିନ ପ୍ରଶିକ୍ଷଣ ନେବା ପରେ ମଧ୍ୟପ୍ରଦେଶର ଭୋପାଳ ଠାରେ କବାଡି ପ୍ରତିଯୋଗି ଭାବରେ ଯୋଗଦେଇଥିଲେ ।ଓଡ଼ିଶା ଟିମ ରୁ ବଙ୍ଗୋମୁଣ୍ଡା ର ଜଣେ ଛାତ୍ର ଅଂଶ ଗ୍ରହଣ କରି ଅଞ୍ଚଳର ଗୌରବ ବଢାଇଥିଲେ। ଆଜି ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ ଓମ ସା କୁ ସମ୍ବର୍ଦ୍ଧିତ କରିଥିଲେ।



Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...