ପ୍ରଧାନ ପାଟ କ୍ଲବର ସର୍ବଭାରତୀୟ ଫୁଟବଲ...

ପ୍ରଧାନ ପାଟ କ୍ଲବର ସର୍ବଭାରତୀୟ ଫୁଟବଲ...

ଦେବଗଡ଼,୩୦/୧୧ : ଦେବଗଡ଼ ର ପ୍ରତିଷ୍ଠିତ ତଥା ସୁନାମଧନ୍ୟ ସଂଗଠନ "ପ୍ରଧାନ ପାଟ କ୍ଲବ" ପକ୍ଷରୁ ଆୟୋଜିତ ୬ ଷ୍ଠ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ରାଜଧାନୀ ର କୌଣସି କ୍ରୀଡ଼ା ପ୍ରତିଯୋଗିତା ରେ "ଏସୟୁଜେ ଓଡ଼ିଶା" ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାଏକ ରାଜ୍ୟ ସମ୍ପାଦକ ଶଶାଙ୍କ ଶେଖର ଝାଙ୍କର ଙ୍କ ଯୋଗଦାନ। 

Ad..


ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ଦର୍ଶକ ଙ୍କ ଉପସ୍ଥିତି ରେ ଝାଡ଼ଖଣ୍ଡ ରାଜ୍ୟ ର ରାଂଚି ଟିମ୍ ଓ ସମ୍ବଲପୁର ଜିଲ୍ଲା ର କୁଚିଣ୍ଡା ଟିମ ସହିତ ଖେଳ ବେଶ ଚିତ୍ତାକର୍ଷକ ଥିଲା। କାର୍ଯ୍ୟକ୍ରମ ରେ ଅନେକ ବିଶିଷ୍ଟ ଅତିଥି ଯୁବ ଆଇନଜୀବୀ ସିଦ୍ଧେଶ୍ୱର ଗୁରୁ, ଦେବଗଡ଼ ଜିଲ୍ଲା କ୍ରୀକେଟ ଆସୋସିଏସନ୍ ର ସମ୍ପାଦକ ସୁଜିତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ,କ୍ରୀଡାବିତ୍ ବିରେନ୍ଦ୍ର ନାୟକ , ଭୋଳେଶ୍ଵର ପ୍ରଧାନ, ଏସୟୁଜେ ରାଜ୍ୟ କର୍ମକର୍ତ୍ତା ଶଶୀଭୂଷଣ ଷଡ଼ଙ୍ଗୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ଏହି ଅବସରରେ କ୍ଲବର ସଭାପତି ବିକାଶ ପ୍ରଧାନ ଓ ସମ୍ପାଦକ ସଞ୍ଜିବ ନାୟକ ଙ୍କ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଜଣାଇଛନ୍ତି ରାଜ୍ୟ ସାମ୍ବାଦିକ ସଂଘ ର ସଭାପତି।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...