ମାନ୍ଦଲା କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ...

ମାନ୍ଦଲା କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୩୦/୧୦ : ମାନ୍ଦଲା କ୍ଳଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ  ମହୁଲ ପଡା ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। 

Ad..


ଉକ୍ତ ବୈଠକ ରେ ବଲାଙ୍ଗୀର ଜିଲ୍ଲାର ଡାଏଟ ରୁ ଜ୍ଞାନେନ୍ଦ୍ର ମଲ୍ଲିକ  ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ ଓ ବିଦ୍ୟାଳୟର  ଛାତ୍ରୀଙ୍କ ଦ୍ବାରା ଶ୍ଳୋକ ଉଚ୍ଚାରଣ କରାଯାଇଥିଲା। 

           Ad..


ସି ଆର ର୍ସିସି ଧନ ସିଂ ମାଝୀ ଙ୍କ ଅନୁରୋଧ କ୍ରମେ ସାଲେପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଷ୍ଣବ ବେହେରା  ଓ ରୋହିତାଶ୍ଵ ନାଗ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ କରିଥିଲେ । 

Ad..


ଶିକ୍ଷକ ସୁବାଷ ଧରୁଆ,ହେମାନନ୍ଦ ତାଣ୍ଡି, ଅକୃର ପୁଟା ,ଯଶୋବନ୍ତୀ ପୁଟେଲ ,ଲକ୍ଷ୍ମୀ ମାଝୀ ,ନୀରୋଧ ଭୋଏ ଶିକ୍ଷକ ପରମାନନ୍ଦ ସୁନା ,ସୀମା ଭୋଇ ,ପ୍ରମୋଦ ମାଝୀ, ବିନୋଦ ବଉକ ଅଂଶ ଗ୍ରହଣ କରିଥିଲେ ।



Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...