କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦିବସୀୟ ମିଟିଂ...

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଦିବସୀୟ ମିଟିଂ...


               
କଣ୍ଟାବାଞ୍ଜି,୩୦/୧୦ : ସ୍ଥାନୀୟ କଣ୍ଟାବାଞ୍ଜି ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସ ର କଣ୍ଟାବାଞ୍ଜି ସହରାଞ୍ଚଳ ଆଞ୍ଚଳିକ ସାଧନ କେନ୍ଦ୍ର ର ସମସ୍ତ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି। 

Ad..


ଉକ୍ତ ତାଲିମ୍ ରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସ୍ୱାଗତ ଜଣାଇ ଆଜିକାର ସଭା କାର୍ଯ୍ଯ ଆରମ୍ଭ କରି ଥିଲେ। ବୈଠକ ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ବିଷୟ ବସ୍ତୁ...

           Ad..


ମାନ ନିର୍ଦ୍ଧାରଣ ଫର୍ଦ୍ଦ ପୁରାଣ, ଜାତୀୟ ଉପଲବ୍ଧି ପରୀକ୍ଷଣ (ପରଖ) ପାଇଁ ପ୍ରସ୍ତୁତି, ନିପୁଣ ଓଡିଶା କାର୍ଯ୍ୟ କ୍ରମ, ଇତ୍ୟାଦି ଆଲୋଚନା ହୋଇ ଥିଲା , ତତ୍ ସହିତ କଣ୍ଟାବାଞ୍ଜି ସହର ର ବିଭିନ୍ନ ବିଦ୍ୟାଳୟ ରେ ନୂତନ ଭାବେ ଯୋଗ ଦେଇ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ୱାଗତ ଜଣାଇ କିଛି ଉପହାର ତାଙ୍କୁ ଦିଆ ଯାଇ ଥିଲା।

Ad..


ଆଜି ବୈଠକ ରେ ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ, ସବିତା ରଣା, ସୁଭାଷିନୀ ମେହେର, ସଂଘ ମିତ୍ରl ପାଣିଗ୍ରାହୀ, ଲାବଣ୍ୟ ବତି ଧରୁଆ, ସୁରେନ୍ଦ୍ର ମାଝୀ, ମୀନୁ ସୁନା, ସୁନନ୍ଦା ପୁରୋହିତ,ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।




Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...