ବରଗଡ଼ରେ ଖୋଲିବ ଭିଜିଲାନ୍ସ କୋର୍ଟ...

ବରଗଡ଼ରେ ଖୋଲିବ ଭିଜିଲାନ୍ସ କୋର୍ଟ...


ବରଗଡ଼,୩୦/୦୭ : ବରଗଡ଼ ରେ ଏକ ଭିଜିଲାନ୍ସ କୋର୍ଟ ସ୍ଥାପନା କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମାନ୍ୟବର ବରଗଡ଼ ବିଧାୟକ ଙ୍କୁ ଏକ ଚିଠି ଲେଖି ଅବଗତ କରିଛନ୍ତି । 

           Ad..


ଏହି ଖବର ଜଣା ପଡ଼ିବା ପରେ ବରଗଡ଼ ବିଜେପି ଲିଗାଲ ସେଲ ର ସଦସ୍ୟ ମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । 

ବରିଷ୍ଠ ଆଇନଜୀବୀ ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ଈଶ୍ୱର ବାଗ, ପ୍ରକାଶ ପଟ୍ଟନାୟକ, ଅମିତ ପଣ୍ଡା , ଗୁଳାପ ବାଗ, ମାନ ଭଞ୍ଜନ ତ୍ରିପାଠୀ, ରାଜେଶ ଭୋଇ, ସୁଶାନ୍ତ ହୋତା, ମହେଶ୍ୱର ପାଣ୍ଡେ, ଜୟଶ୍ରୀ ମହାପାତ୍ର, ସୁକଦେବ ସାହୁ , ମେଘନାଦ ଭୋଇ, ସୂର୍ଯ୍ୟ ପାଢ଼ୀ, ପ୍ରକାଶ ପାଣିଗ୍ରାହୀ , ରମଣୀ ବେହେରା , ଚିତ୍ତ ପଣ୍ଡା, ପ୍ରକାଶ ସାହୁ ପମୁଖ ଧନ୍ୟବାଦ ଜଣାଇଛନ୍ତି ।





Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...