ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ଯୌତୁକ ପ୍ରଥା ଉପରେ ଆଲୋଚନ ଚକ୍ର...

ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ଯୌତୁକ ପ୍ରଥା ଉପରେ ଆଲୋଚନ ଚକ୍ର...


ବରଗଡ଼,୨୭/୦୭ : ସମ୍ବିଧାନ ସୁରକ୍ଷା ମଞ୍ଚ ଓ ଡ଼ ଆମ୍ବେଦକର ଚେରଟେବୁଲ ଟ୍ରଷ୍ଟ ତରଫରୁ ଯୌତୁକ ପ୍ରଥା ଆଲୋଚନା ଚକ୍ର ଆରମ୍ବ ହୋଇ ଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ପ୍ରୀତି ସୁନା (Times of india), ସମ୍ମାନିତ ଅତିଥି ହରଜିନ୍ଦର କୌର ମହିଳା ସମିତି ସଭାପତି, ଶ୍ରୀମତୀ ଇନ୍ଦ୍ରାଣୀ ଶତପଥି ସମ୍ପାଦକ ମହିଳା ସମିତି,  ସମାଜସେବୀ ପ୍ରମୋଦ ଅଗ୍ରୱାଲ, ସମାଜସେବୀ ଦିଲୀପ ସୌରିଆ, ସମାଜସେବୀ ପ୍ରିତମ ସିଂ, ଅଲିମ ରିଜେବି ଅଥିତି ରୂପେ ଯୋଗାଦନ କରିଥିଲେ।

              Ad..


ଏହି ସଭାକୁ ସମ୍ବିଧାନ ସୁରକ୍ଷା ମଞ୍ଚର ସଭାପତି ପବିତ୍ର ଦେହେରି ଅଧ୍ୟକ୍ଷତା ରେ ସଭା ହୋଇଥିଲା ଏବଂ ସଭା ର ବିଷୟ ବର୍ଣନା କରିଥିଲେ। କିପରି ଭାବେ ସମାଜରେ ଯୌତୁକ ପ୍ରଥା ଲୋପ ପାଇବ ତା ଉପରେ ଆଲୋଚନା ହୋଇଥିଲା।

ବରଗଡ଼ ଜିଲ୍ଲାର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ସହିତ ଅନେକ ସାମାଜିକ ଅନୁଷ୍ଠାନ ଯୋଗଦାନ କରିଥିଲେ ବରଗଡ ଜିଲ୍ଲା ସମାଜ ସେବୀ ସଂଘ, ଏଚିଭର ଫାଉଣ୍ଡେସନ, ମହିଳା ସମିତି, ସମ୍ବିଧାନ ସୁରକ୍ଷା ମଞ୍ଚର ସକ୍ରିୟ ସଦସ୍ୟ ପ୍ରକଶ ହରିପାଳ, ଟଙ୍କଧର ମହାନନ୍ଦ, ଅଚୁତ ସର, ସର୍ଜନ ତାଣ୍ଡି, ଚନ୍ଦ୍ର କୁମ୍ଭାର, ଅମର ନାଗ ଉପସ୍ଥିତ ଥିଲେ। ସଭା ଶେଷ ରେ ଦୀନେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।





Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...