ବାରବନ୍ଧ ଗ୍ରାମ ଇଲେକ୍ଟ୍ରି ଟାସ୍ପର୍ମରର ସସ୍ପର୍ଶ ରେ ଆସି ବଳଦ ମୃତ୍ୟୁ...

ବାରବନ୍ଧ ଗ୍ରାମ ଇଲେକ୍ଟ୍ରି ଟାସ୍ପର୍ମରର ସସ୍ପର୍ଶ ରେ ଆସି ବଳଦ ମୃତ୍ୟୁ...


ମୁରିବାହାଲ,୨୮/୦୬ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ଅନ୍ତର୍ଗତ ବାରବନ୍ଧ ଗ୍ରାମ ଠାରେ ଇଲେକ୍ଟ୍ରି ଟାସ୍ପର୍ମର ରେ ଲାଗି ବଳଦ ମୃତ୍ୟୁ । ବିବାଦ ରେ ଇଲେକ୍ଟ୍ରି ଖୁଣ୍ଟ ।ଏହି  ଟାସ୍ପର୍ମର ର ଚାରି ଆଡେ ତାର ବାଡା ଦେବା ପାଇଁ ଗ୍ରାମ ବାଶି ଙ୍କ ଦାବି।ଆଜି ବଳଦ ମୃତ୍ୟୁ ଘଟିଛି ଆହୁରି ମଧ୍ୟ  ଗ୍ରାମ ବାସି କିମ୍ବା ଗାଈ ମଧ୍ୟ ଏହି ଟାସ୍ପର୍ମର ର ସଂସ୍ପର୍ଶ ରେ ଆସିପାରନ୍ତି ବୋଲି ଲୋକଙ୍କ ଅଭିଯୋଗ। 

Ad..


ଆହୁରି ଅନେକ ଦୁର୍ଘଟଣା ଘଟିପାରେ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହାର ଶୀଘ୍ର ସମାଧାନ କରିବାକୁ ଗ୍ରାମ ବାସି ଙ୍କ ପକ୍ଷରୁ ଦାବି କରାଯାଇଛି। ଶେଷ ରେ ବିଦୂତ ବିଭାଗ କର୍ମଚାରି ଆସି ଗାଈ କୁ ଉଦ୍ଧାର କରିଥିଲେ।

Ad..


ଦୁଇ ଗୋରୁ ସ୍ପର୍ଶ ରେ ଆସିଥିବା ବେଳେ ଗୋଟିଏ ଅଳ୍ପ କେ ବର୍ତ୍ତୀ ଯାଇଥିବା ବେଳେ ଅନ୍ୟ ବଳଦ ମୁର୍ତ୍ତୃ ଘଟିଥିଲା। ଏହି ବଳଦ ଟି ବାରବନ୍ଧ ଗ୍ରାମ ର ଗଣନାଥ ପ୍ରାଧନ ଙ୍କର ବୋଲି ଜଣା ପଡିଛି।





Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...