ପୁଲିସ-ମାଓବାଦୀ ଗୁଳିବିନିମୟ: କୁଖ୍ୟାତ ମାଓ ନେତ୍ରୀ ମନିଲାଙ୍କ ସହ ଦୁଇ ମାଓବାଦୀ ମୃତ...

ପୁଲିସ-ମାଓବାଦୀ ଗୁଳିବିନିମୟ: କୁଖ୍ୟାତ ମାଓ ନେତ୍ରୀ ମନିଲାଙ୍କ ସହ ଦୁଇ ମାଓବାଦୀ ମୃତ...


ମାଲକାନଗିରି,୨୯/୦୫ : ଛତିଶଗଡ଼ର ବିଜାପୁରରେ ଜାରି ରହିଛି। ମଦ୍ଦେଡ୍ ଥାନା ବଦ୍ଦେପାରା ଜଙ୍ଗଲରେ ଏନକାଉଣ୍ଟର ସମୟରେ କୁଖ୍ୟାତ ମାଓ ନେତ୍ରୀ ମନିଲାଙ୍କ ସହ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

Ad..



ଡିଭିଜନାଲ କମିଟି ସଦସ୍ୟା ମନିଲାଙ୍କ ନାଁ ରେ ୮ ଲକ୍ଷ ଟଙ୍କାର ପୁରସ୍କାର ରହିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

                 Ad..





Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...