ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ...

ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ...


ବଙ୍ଗୋମୁଣ୍ଡା,୩୧/୦୫ : ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତର କାଲକୁଟ ଗ୍ରାମର ଅମୃତା ଭୋଇଙ୍କୁ ଦୂର୍ଘଟଣା ଜନିତ ଆର୍ଥିକ ସହୟତା ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ତରଫରୁ ପ୍ରଦାନ କରାଯାଇଛି ।

       Ad..



ରାଜ୍ୟ ଶ୍ରମିକ ସମବାୟ ସମିତିର ଜିଲା ଅଧିକାରୀ ପଞ୍ଚାନନ ସାହୁ,ସିିଇଓ ଯୁଧିଷ୍ଠିର ଭରାସଗ୍ରିଆ,ଶାଖା ପ୍ରବନ୍ଧକ ନମିତା ଭରାସଗ୍ରିଆ,ଏବିଏମ ଭୋଜରାଜ ରଣା,ସଂସ୍ଥାର ପିିଇଓ ଲଖେଶ୍ୱର ପୁଟେଲ,ଏଫଇଓ ଧନପତି ସୁନା,ଏବଂ ଜାମଖୁଣ୍ଟା ସରପଞ୍ଚ  ଉଦ୍ଧବ ବେହେରାଙ୍କ ଉପସ୍ଥିତିରେ  ମହିଳା ଶ୍ରମିକ ଅମୃତା ଭୋଇଙ୍କୁ ଦୂର୍ଘଟଣା ଜନିତ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। 

                Ad..


ଗତ କିଛି ଦିନ ପୂର୍ବରୁ ଦୂର୍ଘଟଣାରେ ହାତ ଭାଙ୍ଗିଯାଇଥିଲା ।ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।




Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...