ଜୁନାଗଡ଼ ରେ ଜମୁଛି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ନିର୍ବାଚନ ପ୍ରଚାର...

ଜୁନାଗଡ଼ ରେ ଜମୁଛି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ନିର୍ବାଚନ ପ୍ରଚାର...


ଭବାନୀପାଟଣା/ଜୁନାଗଡ଼,୩୦/୦୪ : ଯୋଡ଼ି ଶଙ୍ଖ'ର ସ୍ଵର ରେ ପ୍ରକମ୍ପିତ ହେଉଛି ଜୁନାଗଡ଼ ।  ବିଜୁ ଜନତା ଦଳ ର ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମାଟି ପାଇଁ ଅତୁଟ ସଂକଳ୍ପ ନେଇ ନିର୍ବାଚନ ରେ ଅବତିର୍ଣ ହୋଇଛନ୍ତି ଓଡ଼ିଶା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବର୍ତ୍ତମାନ ସୁଦ୍ଧା ଅନ୍ଯ ଦଳର ଶହ ଶହ କର୍ମୀ ଜୁନାଗଡ଼ ବିଜେଡି ରେ ଯୋଗଦାନ ଦେଇ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଅଧିକ ଶକ୍ତିଶାଳୀ କରିଛନ୍ତି। 

        Ad..

ଲୋକାଭିମୁଖୀ ଯୋଜନା ଓ ଦୃଢ଼ ନେତୃତ୍ୱ ସହ  ସମୟ ଓ ତାଳ ଦେଇ ଆଗକୁ ବଢ଼ୁଛି ନବୀନ ଓଡ଼ିଶା , ନୂଆ ଓଡ଼ିଶା। ଜୁନାଗଡ଼ କାର୍ଯ୍ୟକର୍ତ୍ତା ସମାବେଶରେ ସ୍ୱତଃ ପ୍ରବୃତ ଭାବେ ହଜାର ହଜାର ସମର୍ଥକ ନିଜକୁ ସାମିଲ କରିଛନ୍ତି । 

Ad..


ଏହା ତୃଣମୂଳସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ବିଜୁ ଜନତା ଦଳ ପ୍ରତି ଥିବା ଅତୁଟ ବିଶ୍ୱାସ ଓ ଜୁନାଗଡ଼ ବିଜେଡି ପ୍ରାର୍ଥୀ ଦିବ୍ୟ ଶଙ୍କର ଙ୍କ ଲୋକପ୍ରିୟତା କୁ ପ୍ରମାଣିତ କରୁଛି । 

Ad..


ଏହି ଭଲପାଇବା ଓ ଅଗଣିତ ସମର୍ଥନ ନିକଟରେ ଜୁନାଗଡ଼ ବିଜୁ ଜନତା ଦଳ ସର୍ବଦା କୃତଜ୍ଞ ବୋଲି କହିଛନ୍ତି ଜନନେତା କ୍ୟାପଟେନ ଦିବ୍ଯ ଶଙ୍କର ମିଶ୍ର।



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...