ମାରୱାଡ଼ି ଯୁବା ମଂଚ ଆନୁକୁଲ୍ୟରେ ପଖାଳ ଦିବସ...
ମାରୱାଡ଼ି ଯୁବା ମଂଚ ଆନୁକୁଲ୍ୟରେ ପଖାଳ ଦିବସ...
ବରଗଡ଼,୨୮/୦୪ : ବରଗଡ଼ ମାରୱାଡ଼ି ଯୁବା ମଂଚ ଆନୁକୁଲ୍ୟରେ ଅନୁଷ୍ଟିତ ପଖାଳ ଦିବସ ପାଳନ ଅବସର ରେ ବରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ କାର୍ଯ୍ୟ କ୍ରମ ରେ ସାମିଲ ହୋଇଥିଲେ ।
Ad..
ସଭାପତି ଅଭିଷେକ ଗୋଲ ପୁରିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମାରୱାଡ଼ି ଯୁବା ମଂଚ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ସ୍ଵାଗତ କରିଥିବା ବେଳେ ଶ୍ରୀ ଆଚାର୍ଯ୍ୟ ପଖାଳ ଆମ ସମସ୍ତ ଙ୍କ ପ୍ରିୟ ଖଟିଖିଆ ମଜୁରିଆ ଙ୍କ ଠାରୁ ଆରମ୍ଭ କରି ବଡ଼ ବଡିଆ ଙ୍କ ଯାଏ ସମସ୍ତ ଙ୍କ ପ୍ରିୟ ବୋଲି ଉଲ୍ଲେଖ କରିଥିଲେ ।
Ad..
ଏଥି ସହିତ ବରଗଡ଼ ର ମାରୱାଡ଼ି ଯୁବା ମଂଚ ର ସଦସ୍ୟ ମାନଙ୍କ ଦ୍ଵାରା ଆମ ଓଡ଼ିଆ ସଂସ୍କୃତି ଓ ଜନ ଜୀବନ ସହିତ ଜଡିତ ସମସ୍ତ ଙ୍କ ପ୍ରିୟ ପଖାଳ ଦିବସ ପାଳନ ର ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ।
Ad..
ଏହି ଅବସର ରେ ଶ୍ରୀ ଆଚାର୍ଯ୍ୟ ପ୍ରଚଣ୍ଡ ଗ୍ରୀଷ୍ମ କୁ ଦେଖି ବିଭିନ୍ନ ଜୀବଜନ୍ତୁ ମାନଙ୍କ ପାଇଁ ଜଳ କୁଣ୍ଡ ସ୍ଥାପନ କୁ ଶୁଭାରମ୍ଭ କରିଥିଲେ ସମ୍ପାଦକ ଆୟୁଷ ଗୁପ୍ତା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment