ତୋରା ଓ ମୁଣ୍ଡାପଡ଼ା ର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଙ୍କ ବିଜେଡ଼ି ରେ ଯୋଗଦାନ...

ତୋରା ଓ ମୁଣ୍ଡାପଡ଼ା ର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଙ୍କ ବିଜେଡ଼ି ରେ ଯୋଗଦାନ...


ବରଗଡ଼,୨୯/୦୪ : ଦିନକୁ ଦିନ ବିଜୁ ଜନତା ଦଳ ପ୍ରତି ଆକର୍ଷିତ ହୋଇ ବିଭିନ୍ନ ସଙ୍ଗଠନ ସମେତ କଂଗ୍ରେସ ଓ ଭାଜପା ଦଳ ର କର୍ମୀ ମାନେ ବହୁ ସଂଖ୍ୟା ରେ  ବିଜୁ ଜନତା ଦଳ ରେ ଯୋଗ ଦେବାରେ ଲାଗିଛନ୍ତି । 

          Ad..


ସୋମବାର ବିଧାୟକ ଦେବେଶ ଆଚାର୍ଯ୍ୟ ,ବରିଷ୍ଠ ବିଜେଡି ନେତା ସମ୍ବିତ ଆଚାର୍ଯ୍ୟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୋହନ ଲୁହା କମଳ ତାଣ୍ଡି  ପ୍ରମୁଖ ଉପସ୍ଥିତି ରେ ଅନୁଷ୍ଟିତ ମିଶ୍ରଣ ପର୍ବ ରେ ବରଗଡ଼ ତୋରା ଓ ଧାଂଗେର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡା ପଡ଼ା ର ଶତାଧିକ କଂଗ୍ରେସ ,ବିଜେପି,ଓ ବିଭିନ୍ନ ସଙ୍ଗଠନ ର କର୍ମୀ ବିଜେଡି ରେ ଯୋଗ ଦାନ ଅବସର ରେ  ରାଜ୍ୟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ବ ରେ ଚାଲିଥିବା ବିକାଶ ପ୍ରକ୍ରିୟା ସହିତ ନବୀନ ବାବୁ ଙ୍କ ନେତୃତ୍ବ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ବ୍ୟକ୍ତିତ୍ବ ରେ ଅନୁପ୍ରାଣିତ ହୋଇ ବିଜେଡି ରେ  ଯୋଗ ଦେଇଥିବା ଉଲ୍ଲେଖ କରିଥିଲେ।

Ad..


 ଯୋଗ ଦାନ କରିଥିବା ତୋରା ର ରିକେଶ୍ ବାରିକ,ଦିନେଶ ମହାପାତ୍ର,ସୁମନ ଦେହେରି ଆଦେଶ ସେଟ୍, ଜଗରାତ୍ ମହାପାତ୍ର, ଵବୀନନାଏକ ଆଲୋକ ମହାପାତ୍ର ଶିଶିର ସାହୁ,ଦିନେଶ ବେହେରା,ବିକ୍ରମ ବାରିକ ମନୋଜ ଭୂୟାଁ ,ରିନ୍ତୁ ଦାସ, ଦଶରଥ ଭୂୟାଁ ସମୀର ମହାକୁଡ,ଦିଲ୍ଲୀପ ଭୂୟାଁ,ପପୁ ମହାକୁଡ ବିକାଶ ନାଏକ, ଆଶିଷ ମହାପାତ୍ର ସୁନ୍ଦରା ସେଟ୍ ଦିନେଶ    ପ୍ରଧାନ, ୟଶ ସାହୁ,ବିକି ବାରିକ,କିରଣ ଦାସ ,କରଣ ଥାଳି,ଦୀପକ ସରାଫ,ଅମନ୍ ମହାକୁଡ,ମାନସ ଗରିଆ, ନିକେସ ଭୋଇ..

           Ad..


ମୀନା ରାଣା ଜିତୁ ଦାସ,ଚମ୍ ରା ଭୋଇ ,ରାହୁଲ ସେଟ୍,ରାକେଶ କଲ ସେ,ଅମିର ମହାକୁଡ,ସୌମ୍ୟା ସାହୁ, ଋଷବ୍ ସାହୁ,ମନା ରାଣା ଗୌର ଭୂୟାଁ,ନିପନ ସାହୁ, ଆକାଶ ସାହୁ ,ଦୀପକ ସରାଫ,ସୁନିଲ ଭୂୟାଁ,ଆଲୋକ ସରାଫ,ରଞ୍ଜନ ମହାପାତ୍ର,ଗୁହାଲୁ ଭୂୟାଁ,ଅଜିତ ସା  ପ୍ରମୁଖ ଉପସ୍ଥିତ ଥିବା ବେଳେ ଏହି ମିଶ୍ରଣ ପର୍ବ ରେ ମୁଣ୍ଡା ପଡ଼ା ର ସୁଜାତା କେରକେଟା ,ଆନନ୍ଦିନି କେରକେଟା,ଶାନ୍ତି ଜୋଜୋ...

ଲାରେନ୍ସିଆ ତିରକି,ଶାନ୍ତି ବାର୍ଲା ,ଜ୍ୟୋତି ଭେଂଗ୍ରା ,ସଂଯୁକ୍ତା ଯୋରାନ,ମୁକ୍ତା ତିର୍କି ,ରିଲେନ୍ ସୁରେନ,ଜ୍ୟୋତି ମନୋହାରି ହୋରା, ମାରୀୟମ କେରକେଟା ,ଲକ୍ଷ୍ମୀ ମହାନନ୍ଦ, ବୈଜୟନ୍ତୀ ମହାନନ୍ଦ ,ସୁମାନି ଦାଙ୍ଗ୍ବାର ,ଆଶା ଖଖା,ଅବ୍ରି ଦୀକ୍ଷା ,ଅର୍ଚ୍ଚନା ଡୁଙ୍ଗଡୁଙ୍ଗ,ଶାନ୍ତି ଦୂଙ୍ଗଡୁଙ୍,ଫୁଲରାମ କେରକେଟା,ଫରିସା ମିଞ୍ଜ,ମହିମା କଣ୍ଡାଲାନ,ଅଶ୍ରିତା ଯୋଜୋ,ମାଳି ଦଣ୍ଡସେନା,ପିଙ୍କି ଯୋଗୀ ,ମନ୍ଵଲ୍ କଣ୍ଡୁଳନା, ପ୍ରଦୀପ କେରକେଟା ଙ୍କ ସମେତ ଶତାଧିକ ତାଙ୍କ ସମର୍ଥକ  ଉପସ୍ଥିତ  ରହି  ଆଗାମୀ ନିର୍ବାଚନ ରେ ବିଜେଡି କୁ ବିପୁଳ ବିଜୟ କରାଇବା ପାଇଁ ସଂକଳ୍ପ ନେଇଥିଲେ ।




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...