ଗୋଚାଲାଣ ପିକଅପ ଜବତ, ୧୧ ଗୋରୁ ଉଦ୍ଧାର...

ଗୋଚାଲାଣ ପିକଅପ ଜବତ, ୧୧ ଗୋରୁ ଉଦ୍ଧାର...


ନୀଳଗିରି,୨୩/୦୩ : ନୀଳଗିରି ପୁଲିସ ଗତକାଲି ମଧ୍ୟରାତ୍ରିରେ କାହାଳିଆ ଅଞ୍ଚଳରେ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଜବତ କରିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ପୂର୍ବରୁ ସତର୍କତା ଅବଲମ୍ବନ କରିଥିଲା। 

         Ad..


ପିକଅପଟି ଦ୍ରୁତଗତିରେ ଯାଉଥିବା ବେଳେ ଗାଡ଼ିଟିକୁ ଅଟକାଇବା ପରେ ୧୧ଟି ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ଗାଡ଼ିଟିକୁ ଜବତ କରି ଥାନାରେ ରଖିବା ସହ ଗୋରୁଗୁଡ଼ିକ ମଧ୍ୟ ରଖାଯାଇଛି।

Ad..


ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଖସି ପଳାଇଯାଇଥିଲେ। ପରେ ଗୋରୁଗୁଡ଼ିକୁ ପାଖ ଗୋଶାଳାକୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।ଖାଲି ନୀଳଗିରି ନୁହେଁ, ବିଭିନ୍ନ ଅଞ୍ଚଳରେ ଏବେ ବେଆଇନ ଗୋଚାଲାଣ କରାଯାଉଥିବା ଜଣାଯାଇଛି।




Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...