ସତିଘାଟ ଗ୍ରାମ ଠାରେ ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି...

ସତିଘାଟ ଗ୍ରାମ ଠାରେ  ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି...


ମୁରିବାହାଲ,୨୦/୦୩ : ବଲାଙ୍ଗୀର ଜିଲ୍ଲା  ମୁତିବାହାଲ ବ୍ଲକ ବlନ୍ଧୁପଲା ପଂଚାୟତ ସତିଘାଟ  ଗ୍ରାମ ରେ ଗତ ଶନିବାର ଦିନ ଠାରୁ ଚାଲିଥିବା ଷୋହଳ ପହରୀ ନାମଯଜ୍ଞ ମଙ୍ଗଳବାର ଦିନ ପୂର୍ଣ୍ଣାହୂତି ହୋଇଯାଇଛି।

    Ad..

Ad..

ଚଳିତ ବର୍ଷ ଷୋହଳ ପହରୀ ନାମଯଜ୍ଞ ର କର୍ତ୍ତା ଭାବରେ   ସୁନୀଲ ମହାନ୍ତି ଏବଂ ରଶ୍ମିତା ମହାନ୍ତି  ଥିବାବେଳେ ପୂଜକ ପ୍ରଦୂମ୍ମ ଖମାରି, ସଭାପତି  ଚକ୍ରୟୂଧ ଖମାରି, ସମ୍ପାଦକ ଆଶିଷ ଖମାରି,କୋଷାଧ୍ୟକ୍ଷ ରହିତ ଖମାରି,ସହସମ୍ପାଦକ ଜିତେନ୍ଦ୍ରିୟ ଖମାରି,  ସଞ୍ଜୟ, ସନ୍ତୋଷ, ବିକାଶ ସହିତ ସତିଘାଟ  ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ରେ ସାମିଲ ରହି ସହଯୋଗ କରିଥିଲେ।




Report : sudam baghar

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...