ଗତ ରାତ୍ରି ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ହୋଲିକା ଦହନ କାର୍ଯ୍ୟକ୍ରମ...
ଗତ ରାତ୍ରି ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ହୋଲିକା ଦହନ କାର୍ଯ୍ୟକ୍ରମ...
କଣ୍ଟାବାଞ୍ଜି,୨୫/୦୩ : କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ବିଗତ ରାତ୍ରି ରେ ହୋଲିକ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସହ ସହ ସଂଖ୍ୟା ରେ କଣ୍ଟାବାଞ୍ଜି ଲୋକେ ଯୋଗ ଦେଇ ଥିଲେ।
Ad..
ସେହି ପରିରେଖିରେ ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ଭଜନ କୀର୍ତ୍ତନ ସହ ବେସନ ଛନା ପକୋଡ଼ି ମଧ୍ୟ ବଣ୍ଟନ କରାଯାଇଥିଲା। ଲୋକେ ଉତ୍ସାହ ସହିତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
Ad..
ସେହି ପରି ହିନ୍ଦୁ ଧର୍ମାବ ଲମ୍ଭି ଲୋକେ ସକାଳୁ ଶ୍ରୀ ଭକ୍ତ ପ୍ରହଲ୍ଲାଦ ଙ୍କ ପୂଜାର୍ଚ୍ଚନା କରି ଆଶିର୍ଵାଦ ଗ୍ରହଣ କରିଥିଲେ। ରାତ୍ରି ୧୧.୩୮ ସମୟ ରେ ହୋଳିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ହୋଳିକା ଦହନ ପୁର୍ବ ରୁ ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରାମାୟଣ ମଣ୍ଡଳୀ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଭଜନ ସନ୍ଧ୍ୟା ରେ ଅନେକ ଲୋକ ଭଗବତ୍ ପ୍ରେମରେ ନିଜକୁ ସାମିଲ କରି ଧନ୍ୟ ମଣ୍ଡିତ କରିଥିଲେ।
ରାତ୍ରି ୧୧.୩୮ ସମୟରେ ହଲିକା ଦହନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘ୍ ସଭାପତି ବିମଳ କୁମାର ଦାସ ଯୋଗ ଦେଇଥିଲେ। ତାଙ୍କ ସହିତ ଉପସ୍ଥିତ ଥିଲେ ଅଗ୍ରୱାଲ ସଭା ଟ୍ରଷ୍ଟ ସମ୍ପାଦକ ସଞ୍ଜୟ କୁମାର ଅଗ୍ରୱାଲ(ଗାନ୍ଧୀ), ଅରୁଣ କୁମାର ଆର୍ୟ ଓ ଅନ୍ୟ ସ୍ଥାନୀୟ ବାସିନ୍ଦା।
Edited by k.s thakur...
Comments
Post a Comment