ମୁରିବାହାଲ ପଂଚାୟତି ହାଇସ୍କୁଲ ଠାରେ ବିଶ୍ୱ ବନ ଦିବସ ପାଳିତ...
ମୁରିବାହାଲ ପଂଚାୟତି ହାଇସ୍କୁଲ ଠାରେ ବିଶ୍ୱ ବନ ଦିବସ ପାଳିତ...
ମୁରିବାହାଲ,୨୧/୦୩ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତି ହାଇସ୍କୁଲ ପରିସରରେ ବିଶ୍ୱ ବନଦିବସ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ରଶ୍ମିଲତା ପାତ୍ର ଙ୍କ ସଭାପତିତ୍ୱ ରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି।
Ad..
ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି,ହେମନ୍ତ ନାଗ,ବିକ୍ରମ ପୁରୋହିତ ,ମନୋଜ ସ୍ୱାଇଁ ସୋମନାଥ ମାଝୀ,ସ୍ୱାଗତ ମେହେର ତଥା ଶିକ୍ଷୟତ୍ରୀ ଦୀପ୍ତିମୟୀ ଲେଙ୍କା, ଡି ରିଚେଳ ନାଗ ବିଶ୍ୱ ବନଦିବସ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ନିଜ ର ବକ୍ତବ୍ୟ ରଖିଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମ ଚାରୀ ବୃନ୍ଦ ସାମିଲ ଥିଲେ।ଶେଷରେ କିରାଣୀ ପ୍ରଦୀପ କୁମାର ପୁଟେଲ ଧନ୍ୟବାଦ ଅର୍ପର୍ଣ କରିଥିଲେ।
Report : Sudam baghar
Edited by k.s thakur...
Comments
Post a Comment