ତହସିଲ୍ ଅଫିସ ସମ୍ମୁଖରେ ଆପ୍ ର ଧାରଣା ର ଆଜି ସପ୍ତମ ଦିନ, ଯୋଗଦେଲେ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ...
ତହସିଲ୍ ଅଫିସ ସମ୍ମୁଖରେ ଆପ୍ ର ଧାରଣା ର ଆଜି ସପ୍ତମ ଦିନ, ଯୋଗଦେଲେ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ...
କଣ୍ଟାବାଞ୍ଜି,୨୮/୦୨ : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅବହାକ ଶ୍ରୀ ସୁରଥ ବେହେରା ଙ୍କ ନେତୃତ୍ବ ରେ କଣ୍ଟାବାଞ୍ଜି ତହସିଲ୍ ଅଫିସ ସମ୍ମୁଖରେ ଚାଲିଥିବା ୧୬ ଦଫା ଦାବି ନେଇ ଧାରଣା ର ଆଜି ସପ୍ତମ ଦିନ।
Ad..
ଆଜି ଆମ୍ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଧାରଣା ସ୍ଥଳ କୁ ପହଞ୍ଚି ସରକାର ଏବଂ କଣ୍ଟାବାଞ୍ଜି ପ୍ରଶାସନ ଙ୍କ ଉପରେ ବର୍ଶିଥିଲେ ଏବଂ ଯେ ପର୍ୟ୍ୟନ୍ତ ଦାବି ପୁରଣ ନ ହେଇଛି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ।
Ad..
ଆଜି ଧାରଣା ସ୍ତଳରେ ବଲାଙ୍ଗିର ସୋସିଆଲ ମିଡିଆ ଇଁନ୍ଚାର୍ଜ କିଶୋର ଭୋଇ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଉପସଭାପତି ଦୋଲାମନି ମହତ୍, କଣ୍ଟାବାଞ୍ଜି ସଂପାଦକ ହାଡୁ ଛାତ୍ରିଆ, ତପରାଜ୍ କୁମ୍ଭାର, ନାରୀ ନେତ୍ରୀ ସ୍ୱର୍ଣ୍ଣ ସାହୁ, ରାନୁ ଖର୍ସେଲ, ଏବଂ ଅନ୍ୟ କର୍ମୀ ଯୋଗଦେଇ ଧାରଣା କୁ ସଫଳ କରାଇବା ପାଇ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment