ବଙ୍ଗୋମୁଣ୍ଡା ରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ...

ବଙ୍ଗୋମୁଣ୍ଡା ରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ...


କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା,୨୯/୦୨ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଠାରେ ଆଜି କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା,ସମ୍ମାନୀତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ..

Ad..


ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା,ବଙ୍ଗୋମୁଣ୍ଡା ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ଓମପ୍ରକାଶ କୁମ୍ଭାର, ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । 

Ad..


ବିଜେଡି ଦଳ କୁ ତ୍ୟାଗ କରି ଜିତେନ୍ଦ୍ର ବେହେରା,ପ୍ରମୋଦ ବେହେରା,ଶୁଶିଲ ବେହେରା,ଦୁଧେଶ୍ୱର ବେହେରା,ଲିଖେଶ୍ୱର ବେହେରା,କୁନାଲ ଦାଶ,ଗୟା ବେହେରା,ବେଲାର ବେହେରା,ରବିନ୍ଦ୍ର ବେହେରା,ପାଣ୍ଡୁରୁ ବାଗ,ତାରା ପୁଞ୍ଜି,ରୁଷୁ ହଂସ ଙ୍କ ସମେତ ବହୁ ଲୋକ ଆଜି କଂଗ୍ରେସ ଦଳ ରେ ବିଧିବଦ୍ଧ ଭାବେ  ଯୋଗ ଦେଇଛନ୍ତି । 

Ad..


ତାଙ୍କୁ ବିଧାୟକ ପୁଷ୍ପମାଲ୍ୟ ଦେଇ କଂଗ୍ରେସ ଦଳ କୁ ସ୍ୱାଗତ କରିଥିଲେ । ଆଗାମୀ ଦିନ ରେ କଂଗ୍ରେସ ଦଳ କୁ ମଜବୁତ କରିବା ପାଇଁ ଆହ୍ୱାନ କରାଯାଇଥିଲା । ଏଥିରେ ବହୁ କଂଗ୍ରେସ ର ବହୁ କର୍ମୀ ମାନେ ସାମିଲ ହୋଇଥିଲେ ।




Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...