ବ୍ରାହ୍ମଣ ସମାଜ କଣ୍ଟାବାଞ୍ଜି ର ଭୂମି ପୂଜନ ମହୋତ୍ସବ...

ବ୍ରାହ୍ମଣ ସମାଜ କଣ୍ଟାବାଞ୍ଜି ର ଭୂମି ପୂଜନ ମହୋତ୍ସବ...


କଣ୍ଟାବାଞ୍ଜି,୨୯/୦୨ : ବ୍ରାହ୍ମଣ ସମାଜ, କଣ୍ଟାବାଞ୍ଜି ର ଭୂମି ପୂଜନ ମହୋତ୍ସବ ଅତି ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।ଯଜମାନ ଭାବରେ ସମାଜ ର ଅଧ୍ୟକ୍ଷ ବ୍ରଜ ଶ୍ୟାମ ଗୁରୁ ଓ ପୂଜକ ଭାବରେ ଶ୍ୟାମ ସୁନ୍ଦର ଗୁରୁ ତଥା ସଞ୍ଜୟ ମହାପାତ୍ର ଅତି ପବିତ୍ରତା ସହ ପୂଜନ ପଦ୍ଧତି ସମ୍ପାଦିତ କରିଥଲେ। 

        Ad..


ଉକ୍ତ ଉତ୍ସବ ରେ ଭୂମିଦାତା ଘନଶ୍ୟାମ ଶର୍ମା,ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ କାହୁଁ ଚରଣ ମିଶ୍ର,ପ୍ରେମ ପ୍ରକାଶ ପଣ୍ଡା, ସହ ସମ୍ପାଦକ ହରିହର ଠାକୁର,କୋଷାଧ୍ୟକ୍ଷ ମନୋଜ ଠାକୁର,ସହଶ୍ରାଂଶୁ ହୋତା,ରମାକାନ୍ତ ମହାପାତ୍ର,ପର୍ଶୁରାମ ବାହିନର ସଭାପତି ଓ ସମ୍ପାଦକ ଯଥାକ୍ରମେ ନିଶିକାନ୍ତ ମହାପାତ୍ର ଓ ସଞ୍ଜୟ କୁମାର ପଣ୍ଡା ସମ୍ପୂର୍ଣ ତଦାରଖ କରିଥିଲେ।

Ad..



ସମାଜ ର ଉପ ସଭାପତି ଡ଼.ସଞ୍ଜୟ ମିଶ୍ର,ସମ୍ପାଦକ ନରୋତ୍ତମ ପଣ୍ଡା,ଚିନ୍ମୟ ଯୋଶୀ ରବି ନାରୟଣ ତ୍ରିପାଠୀ  ପ୍ରମୁଖ ସହଯୋଗ   ପୂଜନ ମହୋତ୍ସଵ କୁ ସଫଳ କରିଥିଲେ





Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...