ବିଜୁ ଜନତା ଦଳ ତରଫ ରୁ ଵିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବିଜୁ ଜନତା ଦଳ ତରଫ ରୁ ଵିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ...


ପଦ୍ମପୁର,୨୭/୦୨ : ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ଭୋଟର ଙ୍କ ନିକଟତର ହେବାକୁ ନିଜ ନିଜ ର ପ୍ରୟାସ ଆରମ୍ଭ କରି ଦେଇଛନ୍ତି। 

   Ad..

Ad..

ଆଜି ପାଇକମାଲ ବ୍ଲକ ର କେରମେଲାବାହାଲ ଓ ପଲସଦା ପଂଚାୟତ ରେ ବିଜୁ ଜନତା ଦଳ ତରଫ ରୁ ଵିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। 

Ad..


ଏହି ଅବସରରେ ଵିଧାୟିକା ବର୍ଷା ସିଂ ବରିହା ଅଞ୍ଚଳ ର ଘରେ ଘରେ ବୁଲି ଘର କାନ୍ଥ ସମ୍ମୁଖରେ ରେ ବିଜୁ ଜନତା ଦଳର ର ପରିଚୟ ଶଙ୍ଖ ଚି଼ହ୍ନ ଲଗେଇ ଥିଲେ, ଏହି କାର୍ଯ୍ୟକ୍ରମ ରେ ଵିଧାୟିକା ବର୍ଷା ସିଂ ବରିହା ଙ୍କ ସହିତ ଶତାଧିକ ମହିଳା କର୍ମୀ ଯୋଗ ଦେଇଥିଲେ।





Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...