ସୁନ୍ଦରଗଡ଼ ଗସ୍ତରେ ୫- ଟି ତଥା ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ...
ସୁନ୍ଦରଗଡ଼ ଗସ୍ତରେ ୫- ଟି ତଥା ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ...
ସୁନ୍ଦରଗଡ଼,୨୯/୦୧ : ଆଜି ଦିନିକିଆ ଗସ୍ତରେ ସୁନ୍ଦରଗଡ଼ ଆସି ୫- ଟି ତଥା ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ସୁନ୍ଦରଗଡ଼ ଭବାନୀପୁର ସ୍ପୋର୍ଟସ କପ୍ଲେକ୍ସ ଠାରେ ଆୟୋଜିତ ନୂଆ ଓ ଫେଷ୍ଟରେ ଯୋଗ ଦେଇ ୧୧ଟା ୩୦ରୁ ୧୨ଟା ୨୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ।
Ad..
ଏଠାକୁ ଜିଲ୍ଲାର ପ୍ରାୟ ୧୦ ହଜାର ଛାତ୍ରୀଛାତ୍ରୀଙ୍କର ସମାଗମ ହୋଇଥିବାବେଳେ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଥିଲା।
ଏହା ପୂର୍ବରୁ ଗତ ଜାନୁଆରି ୩ ତାରିଖରେ ଶ୍ରୀ ପାଣ୍ଡିଆନ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କିରେଇ, ବାଲିଶଙ୍କରା, ରାଜଗାଙ୍ଗପୁର, ଝିରପାନି ଏବଂ ବଣାଇରେ ସାଧାରଣ ସଭା କରି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Edited by k.s thakur...
Comments
Post a Comment