ମାନସିକ ସ୍ତର ରେ ଅସୁସ୍ଥ ଥିବା ବ୍ୟକ୍ତି ଙ୍କୁ ସମାଜ ର ମୁଖ୍ୟ ସ୍ତର ରେ ଫେରାଇବା ପାଇଁ ସମାଜସେବୀ ଙ୍କ ପ୍ରଚେଷ୍ଟା...

ମାନସିକ ସ୍ତର ରେ ଅସୁସ୍ଥ ଥିବା ବ୍ୟକ୍ତି ଙ୍କୁ ସମାଜ ର ମୁଖ୍ୟ ସ୍ତର ରେ ଫେରାଇବା ପାଇଁ ସମାଜସେବୀ ଙ୍କ ପ୍ରଚେଷ୍ଟା...


ବରଗଡ଼,୨୬/୦୧ : ନିଶା ଖାଇ ଯୁବ ସମାଜ ଅସାମାଜିକ କାମରେ ଲିପ୍ତ ରହୁଥିବା ଓ ସମାଜ ରେ ଅଶାନ୍ତି ର ବାତା ବରଣ ସୃଷ୍ଟି କରୁଥିବା ବେଳେ ଉକ୍ତ ଅସାମାଜିକ ପ୍ରକୃତିର ଲୋକଙ୍କୁ ସୁଧାରିବା ପାଇଁ ପ୍ରଶଂସନୀୟ କାର୍ଯ୍ୟରେ ଲିପ୍ତ ଥିବା କିଛି ସମାଜସେବୀ ଙ୍କୁ ପ୍ରଶଂସା କରାଯାଇ ପାରେ । 

                 Ad..


ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ସହରରେ । ଦୀର୍ଘ ଦିନ ଧରି ନିଶା ଖାଇ ସହରରେ ବୁଲୁଥିବା ଏକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିଙ୍କୁ ଆଜି ସକାଳୁ ଦୁଇ ସୋହେଲା ର ସମାଜ  ସେବୀ ଅସିତ୍ ସ୍ୱାଇଁ ଓ ମହମ୍ମଦ ଗଜନବି ପଦ୍ମପୁର ପହଞ୍ଚି ଥାନା ଅଧିକାରୀ ମମତା ନାଏକ ଙ୍କ ସହଯୋଗରେ ଉଦ୍ଧାର କରି ସମ୍ବଲପୁର ର ସ୍ଵେଚ୍ଛାସେବୀ  ସମର୍ଥ ଅନୁଷ୍ଠାନ ରେ ପହଞ୍ଚାଇ ଛନ୍ତି ଅନୁଷ୍ଠାନ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ  ମାନସିକ କଷ୍ଟ ପାଉଥିବା ରୋଗୀ ଙ୍କୁ ଚିକିତ୍ସା ଓ ରକ୍ଷଣାବେକ୍ଷଣ କରି ସୁସ୍ଥ କରାଯିବା ସହ ପୁଣି ସୁସ୍ଥ ସମାଜକୁ ଫେରାଇ ଆଣିବା ପାଇଁ ଓ ନିଶା ସେବନର ନିଶା ରୁ ମୁକ୍ତି ପାଇଁ ଚେଷ୍ଟା କରାଯାଇଛି ।

Like and subscribe our channel through this link below 👇

https://www.youtube.com/@odishachroniclenews?sub_confirmation=1





Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...