ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସ...
ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସ...
ପଦ୍ମପୁର,୨୦/୦୧ : ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସର ରେ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି ।
Ad..
ଆଜି ଗୀତଗାନ ଓ ଭଜନ ପ୍ରତିଯୋଗିତା ନୃତ୍ୟଗୁରୁ ତଥା ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁ ଓ ଦୀନବନ୍ଧୁ ବାରିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିଲା ।
Ad..
ଏହି କାର୍ଯ୍ୟକ୍ରମକୁ ଡ ଚନ୍ଦ୍ରିକା ଭୋଇ ପରିଚାଳନା କରିଥିବାବେଳେ ଶ୍ରୀମତୀ କୁନ୍ତଳା ସାହୁ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ଶ୍ରୀମତୀ ମଧୁମିତା ପ୍ରଧାନ ଓ ରବି ଅମରୀ ସହାୟତା କରିଥିଲେ । ଶେଷରେ ସୁଶ୍ରୀ ସଂଗୀତା ଗୌନ୍ତଆ ଧନ୍ୟବାଦ ଅର୍ପଣ କରିଥିଲେ।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Bijay ku sahu
Edited by k.s thakur...
Comments
Post a Comment