ପୁଲିସ ହାବୁଡ଼ରେ ମହାରାଷ୍ଟ୍ର ଗଞ୍ଜେଇ ବେପାରୀ,ଆଇଚର ଟ୍ରକ ସହିତ ୪୯୬ କେଜି ଗଞ୍ଜେଇ ଜବତ...

ପୁଲିସ ହାବୁଡ଼ରେ ମହାରାଷ୍ଟ୍ର ଗଞ୍ଜେଇ ବେପାରୀ,ଆଇଚର ଟ୍ରକ ସହିତ ୪୯୬ କେଜି ଗଞ୍ଜେଇ ଜବତ...


କାଲିମେଳା,୨୯/୧୦ : କାଲିମେଳା ପୁଲିସ ହାବୁଡ଼ରେ ମହାରାଷ୍ଟ୍ର ଗଞ୍ଜେଇ ବେପାରୀ। ଅଭିନଵ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ। ଫଳ ଟ୍ରେରେ ହେଉଥିଲା ଗଞ୍ଜେଇ ଚାଲାଣ। 

            Ad..



ଫଳ ବଦଳରେ ଟ୍ରେରେ ରହିଥିଲା ସହ ସହ କେଜି ଗଞ୍ଜେଇ। କୌଣସି ସୂତରୁ ଖବର ପାଇ ଏକ ଆଇଚର ଟ୍ରକ ସହିତ ୪୯୬ କେଜି ଗଞ୍ଜେଇ ଜବତ କରିଛି କାଲିମେଳା ପୁଲିସ।

Ad..



ଟ୍ରକର ଡ୍ରାଇଭର ତଥା ଗଞ୍ଜେଇ ବେପାରୀ ମହାରାଷ୍ଟ୍ର ଲାଟୁର ଅଞ୍ଚଳର ଶେଖ ଅଫସାର ମେହେବୁବୁଙ୍କୁ ଗିରଫ କରିଛି। 

Ad..



ପୁଲିସ ୪୫୦ଟି ଫଳ ଟ୍ରେରେ ଗଞ୍ଜେଇ ସବୁ ପ୍ୟାକେଟ କରାଯାଇ କାଲିମେଳା ଭେଜାଙ୍ଗିବାଡ୍ଡା ଅଞ୍ଚଳରୁ ହାଇଦ୍ରାବାଦ ଚାଲାଣ ହେଉଥିବାର ପୁଲିସ ସୂତରୁ ସୂଚନା ମିଳିଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...