ଆସନ୍ତା ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲାପାଳଙ୍କ ବୈଠକ ଅନୁଷ୍ଠିତ...
ଆସନ୍ତା ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲାପାଳଙ୍କ ବୈଠକ ଅନୁଷ୍ଠିତ...
ବରଗଡ଼,୨୯/୦୯ : ଗତକାଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତା ରେ ନୂତନ ଭାବରେ ବୁଥ ହେବା ପ୍ରସ୍ତାବିତ ସ୍ଥାନ, ବୁଥ ର ନାମ ପରିବର୍ତ୍ତନ ଆଦି ବିଷୟ ଗୁଡିକୁ ଚୂଡାନ୍ତ କରିବା...
ନୂଆ ଭୋଟର ପଞ୍ଜିକରଣ, ବୁଥ ସ୍ତରୀୟ ପ୍ରତିନିଧି ଚୟନ, ଭୋଟର ସଚେତନତା କାର୍ଯ୍ୟକ୍ରମ, ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଆଦି ସମ୍ପର୍କ ରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଆଲୋଚନା ହୋଇଥିଲା।
Ad..
ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ଉପଜିଲ୍ଲାପାଳ ପଦ୍ମପୁର ଆଲୋକ ପଟେଇ, ଉପଜିଲ୍ଲାପାଳ ବରଗଡ କୁମାର ନାଗଭୂଷଣ ମଂଚାସୀନ ଥିବା ବେଳେ ବଜେପି ର ଅବନୀକାନ୍ତ ପଣ୍ଡା, ବିଜେଡି ର ଉମାକାନ୍ତ ସାହୁ, କଂଗ୍ରେସ ର ପାଣ୍ଡଵ କର୍ଣ୍ଣ, ଆମ ଆଦମୀ ଦଳ ର ଭବାନୀ ଶଙ୍କର ସାହୁ ବହୁ ଜନ ସମାଜ ପାର୍ଟି ର ଅଚ୍ୟୁତ ସର ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
Report : Bijay Kumar sahu
Edited by k.s thakur...
Comments
Post a Comment