ଦୁଆରଶନି ୟୁତ କ୍ଳବ ପକ୍ଷରୁ ଗଣେଶ ପୂଜା ଅବସରରେ ଭୋଗ ବଣ୍ଟନ...
ଦୁଆରଶନି ୟୁତ କ୍ଳବ ପକ୍ଷରୁ ଗଣେଶ ପୂଜା ଅବସରରେ ଭୋଗ ବଣ୍ଟନ...
କଣ୍ଟାବାଞ୍ଜି,୨୩/୦୯ : ତୁରେକେଲା ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମର ମାଁ ଦୁଆରଶନି ୟୁତ କ୍ଳବ ତରଫରୁ ୩ବର୍ଷ ଶ୍ରୀ ଗଣେଶ ଙ୍କ ପୂଜା ପୂର୍ତ୍ତି ଅବସରରେ ଆଜି ପଞ୍ଚମ ଦିନ ପାଇଁ ଗଣେଶ ପୂଜା କରାଯାଇଥିଲା । ଆଜି ବିଷର୍ଜନ ଦିନ ରେ ଗାଁରେ ସମସ୍ତ ଙ୍କ ପାଇଁ ଭୋଗ ବଣ୍ଟନ କରାଯାଇଥିଲା।
Ad..
ଭୋଗ ଦେବା ସମୟ ରେ ଦୁଆରସନି ୟୁତ କ୍ଳବ ସଭାପତି ରାଜୁ ଛତ୍ରିଆ , ସମ୍ପାଦକ ନନ୍ଦୀ କିଶୋର ଚନ୍ଦନ , କୋଷାଧ୍ୟକ୍ଷ ବୈକୁଁଠ ଚଦନ , କ୍ଳବ ସହଯୋଗି ରୁଖ୍ୟ କର୍ତ୍ତା ଚନ୍ଦନ , ପ୍ରତାପ ଚନ୍ଦ୍ର କୂଅର , ଉଧବ ଚଦନ , ଲାଏବ୍ରେନ ଦୁଃଖନାଶନ ମଲ୍ଲିକ , ସଭ୍ୟ ଗଣେଶ ନାଗ , ବିଷ୍ଣୁ ଗହୀର , ପ୍ରଧୁମ୍ ନିଆଁଲ୍ , ରୋହିତ ନାଗ , ଜିତେନ ଚଦନ , ଲଖ୍ମଣ ଛାତ୍ରୀଆ , ଓକିଲ ଚଦନ , ଜୟକାନ୍ତ ଚଦନ , ସୁଶାନ୍ତ ଚଦନ , ଜୁଯେଷ୍ଟି ଚଦନ , ଟିଙ୍କୁ ଚଦନ ,ସୁଧୀର ଚଦନ ପ୍ରମୁଖ ଉପସ୍ଥିତ ଥିଲେ।
Ad..
Edited by k.s thakur...
Comments
Post a Comment