କଣ୍ଟାବାଞ୍ଜି ସିନେମା ଛକ୍ ରାଜା ପେଣ୍ଡାଲ ରେ ଚନ୍ଦ୍ରାୟନ୍ ୪ ର ଦୃଶ୍ୟ...
କଣ୍ଟାବାଞ୍ଜି ସିନେମା ଛକ୍ ରାଜା ପେଣ୍ଡାଲ ରେ ଚନ୍ଦ୍ରାୟନ୍ ୪ ର ଦୃଶ୍ୟ...
କଣ୍ଟାବାଞ୍ଜି,୨୪/୦୯ : କଣ୍ଟାବାଞ୍ଜି ସହରରେ ଅନେକ ସ୍ଥାନରେ ବିରାଜମାନ୍ କରିଛନ୍ତି ଶ୍ରୀ ଗଣେଶ। ସେହିପରି ସିନେମା ଛକ ଅବା ଇନ୍ଦିରା ଛକ ନିକଟରେ ବିରାଜମାନ କରିଛନ୍ତି ସିନେମା ଛକ ରାଜା। ପେଣ୍ଡାଲ କୁ ଦେଖି ଲୋକେ ଇସ୍ରୋ ପକ୍ଷରୁ ଉତ୍ତ୍କ୍ଷେପଣ କରାଯାଇଥିବା ଚନ୍ଦ୍ରୟାନ ୩ କୁ ମନେ ପକାଉ ଛନ୍ତି।
Ad..
କାହିଁକି ନା ପେଣ୍ଡାଲ ର ସାଜସଜ୍ଜା ପୁରାପୁରି ସେହି ଢାଞ୍ଚା ରେ ନିର୍ମାଣ କରାଯାଇଛି। କିନ୍ତୁ ପେଣ୍ଡାଲ ରେ ଚନ୍ଦ୍ରାୟନ ୩ ସ୍ଥାନରେ ଚନ୍ଦ୍ରାୟାନ ୪ ଦେଖିବାକୁ ମିଳୁଛି। ତେବେ ଅନ୍ୟ ଏକ ଦାବି ପେଣ୍ଡାଲ ନିକଟରେ ଦେଖିବାକୁ ମିଳୁଛି ତାହା ହେଲା କଣ୍ଟାବାଞ୍ଜି ଜିଲ୍ଲା ଦାବି।
Ad..
ସିନେମା ଛକ ରାଜା ଗଣେଶ ପୂଜା କମିଟି ସଭାପତି ଅରୁଣ ଆର୍ୟା, ସଂପାଦକ ବଳଦେବ ଅଗ୍ରୱାଲ, କୋଷାଧ୍ୟକ୍ଷ ଅନିଲ ଅଗ୍ରୱାଲ, ରାଜେଶ ଶର୍ମା, ସଞ୍ଜୟ ଜୈନି, ବାରୀୟମ ସିଂ ସାଲୁଜା (ନାଗୁ ସିଂ), ସୁଶିଲ ଝରୱାଲିଆ, ସଞ୍ଜୟ ଗାନ୍ଧୀ, ପପ୍ପୁ ଶର୍ମା, ଗୋପାଳ ଶର୍ମା, ସୁଭାଷ ଅଗ୍ରୱାଲ, ସୁରେଶ ଆର୍ଯା, ବିନୋଦ ଜୈନ, ସୁନିଲ ଜୈନି, ବିନୋଦ କେଏମପି, ଲଳିତ ତେଲି, ପ୍ରେମ୍ ବୋଷ, ପ୍ରବୀଣ ଆର୍ୟା,ନବୀନ ଜାଂଡା, ଅସୀମ ବାବା, ଅଶୋକ ଦାସ ପ୍ରମୁଖ ଏହି ପୂଜା କମିଟି ରେ ସାମିଲ ହୋଇ ଶ୍ରୀ ଗଣେଶ ଙ୍କ ପୂଜାର୍ଚ୍ଚନା ଦାୟିତ୍ଵ ଗ୍ରହଣ କରିଛନ୍ତି।
Edited by k.s thakur...
Comments
Post a Comment