ଭାରତ ସରକାର ଙ୍କ ବୟନ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ୧୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ଅନୁଷ୍ଠିତ...
ଭାରତ ସରକାର ଙ୍କ ବୟନ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ୧୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ଅନୁଷ୍ଠିତ...
ବରଗଡ଼/ସମ୍ବଲପୁର,୨୪/୦୭ : IIM ସମ୍ବଲପୁର ଠାରେ ଭାରତ ସରକାର ଙ୍କ ବୟନ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ୧୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ରେ କମିଶନର ସୁଶ୍ରୀ ରୂପ ରାଶି,
Ad..
ମୁଖ୍ୟ ମହାପ୍ରବନ୍ଧକ ଡା. ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ , SIDBI ଓ Director, IIM,Sambalpur ପ୍ରଫେସର ମହାଦେବ ଜେଶ୍ୱାଳ ଙ୍କ ଉପସ୍ଥିତି ରେ ବରଗଡ଼ ଜିଲ୍ଲାର ୨୮ ଜଣ କୁଶଳୀ ବୁଣାକାରଙ୍କ ପାଇଁ କ୍ଷୁଦ୍ର ବ୍ୟବସାୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।
Report : Bijay ku sahu
Edited by k.s thakur...
Comments
Post a Comment