ବଙ୍ଗୋମୁଣ୍ଡା ରୁ କଣ୍ଟାବାଞ୍ଜି ରାସ୍ତା ସାଜିଛି ବିପଦ ପୂର୍ଣ୍ଣ...
ବଙ୍ଗୋମୁଣ୍ଡା ରୁ କଣ୍ଟାବାଞ୍ଜି ରାସ୍ତା ସାଜିଛି ବିପଦ ପୂର୍ଣ୍ଣ...
କଣ୍ଟାବାଞ୍ଜି,୨୯/୦୭ : ବଙ୍ଗୋମୁଣ୍ଡା ରୁ କଣ୍ଟାବାଞ୍ଜି ରାସ୍ତା ସାଜିଛି ବିପଦ ପୂର୍ଣ୍ଣ । କଣ୍ଟାବାଞ୍ଜି ତହସିଲଦାର ଖଣି ପାହାଡ ଲିଜ ରେ ଦେଇଛନ୍ତି ହେଲେ କିପରି ଭାବରେ ମେଟାଲ ବୋଝେଇ ଟ୍ରକ ଏବଂ ଟ୍ରାକ୍ଟର ପରିବହନ କରିବ ଓ ରାସ୍ତା ଉପରେ ଧ୍ୟାନ ଦେବ ସେହି ବିଷୟରେ ବୁଝେଇ ନାହାଁନ୍ତି !
Ad..
ଯାହା ଦ୍ଵାରା ମେଟାଲ୍ ବୋଝେଇ ଗାଡ଼ି ନିଜର ଟ୍ରଲି ରେ କିଛି ନ ଘୋଡେ଼ଇ ରାସ୍ତା ରେ ପକେଇ ପକେଇ ନେଉଛନ୍ତି । ଏହି ରାସ୍ତା ଜନ ସାଧାରଣ ଙ୍କ ପାଇଁ ବିପଦ ସାଜିଛି ଓ ଅନେକ ଥର ଦୁର୍ଘଟଣା ର ଶିକାର ମଧ୍ୟ ଲୋକେ ହେଉଛନ୍ତି । ଯଥା ଶୀଘ୍ର ଏଥି ପାଇଁ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ କଣ୍ଟାବାଞ୍ଜି ତହସିଲଦାର କୁ ନିବେଦନ କରିଛନ୍ତି ଗରିବସେନା କଣ୍ଟାବାଞ୍ଜି ।
Edited by k.s thakur...
Comments
Post a Comment