ଡ୍ରାଇଭର ମହାସଂଘ ସଦସ୍ୟ କୁ ସାହାଯ୍ୟ କଲା ମାରୱାଡ଼ି ଯୁବା ମଞ୍ଚ ...

ଡ୍ରାଇଭର ମହାସଂଘ ସଦସ୍ୟ କୁ ସାହାଯ୍ୟ କଲା ମାରୱାଡ଼ି ଯୁବା ମଞ୍ଚ ...

କଣ୍ଟାବାଞ୍ଜି,୩୦/୦୬ : କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ର ଜଣେ ସଦସ୍ୟ ପ୍ରଦିପ ସରାଫ କୁ ଅକ୍ସିଜେନ ର ଦରକାର ଏଣୁ ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି  ତରଫରୁ ପ୍ରଦିପ ସରାଫ କୁ ଏକ ଅକ୍ସିଜେନ ଯୋଗାଇ ଦିଆଯାଇଛି।

            Ad..



ତାଙ୍କ ସ୍ୱାସ୍ଥ୍ୟ ବସ୍ତା ବହୁତ ଗୁରୁତର ଥିବାରୁ ପ୍ରଥମେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପ୍ରଦିପ ସରାଫ ଙ୍କ ଘରକୁ ଜାଇ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ ଓ ତାଙ୍କୁ ଅକ୍ସିଜେନ ଦରକାର ଥିବାରୁ ସମସ୍ତ ସଦସ୍ୟ ମାନେ କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚ ପାଖରେ ନିବେଦନ କରି ଗୋଟେ ଅକ୍ସିଜେନ ପାଇଁ ସାହାଯ୍ୟ ଲୋଡ଼ିଥିଲେ।

ମାରୱାଡ଼ି ଯୁବା ମଂଚର ସଭାପତି ରାହୁଲ ଶୋନି, ସମ୍ପାଦକ ଟଫି ଶର୍ମା ଉପସ୍ଥିତ ରହି ଅକ୍ସିଜେନ ପ୍ରଦାନ କରିଥିଲେ।ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ପକ୍ଷ୍ୟରୁ କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରାଯାଇଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...