୧୩ ଜଣିଆ ଡକାୟତି ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ...

୧୩ ଜଣିଆ ଡକାୟତି ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ...

କଳାହାଣ୍ଡି,୩୦/୦୬ : କଳାହାଣ୍ଡି ପୋଲିସକୁ ମିଳିଲା ବଡ଼ ସଫଳତା। ୧୩ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କଲା କଳାହାଣ୍ଡି ପୋଲିସ। ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ କଳାହାଣ୍ଡି ଏବଂ ୩ ଜଣ ବଲାଙ୍ଗୀର ଜିଲ୍ଲାର ବୋଲି କହିଛନ୍ତି। 

             Ad..



ଡକାୟତି ଗ୍ୟାଙ୍ଗ ଲୋକଙ୍କୁ କମ୍ ଦରରେ ସୁନା ବିକ୍ରି କରିବା ପାଇଁ କହି ତାଙ୍କୁ ଘଟଣା ସ୍ଥଳରେ ଲୁଣ୍ଠନ କରୁଥିଲେ। ଡକାୟତି ଗ୍ୟାଙ୍ଗ ଠାରୁ ୫,୭୪,୫୦୦ ଟଙ୍କା ନଗଦ, ଅସଲି ଏବଂ ନକଲି ସୁନା, ହନୁମାନ ପଇସା, ପୋଲସ ୟୁନିଫର୍ମ, ୧୪ ମୋବାଇଲ ସହ ମାରଣାସ୍ତ୍ର ଜବତ କରିଛି। 

ଏବାବଦରେ କଳାହାଣ୍ଡି ଆରକ୍ଷୀ ଅଧିକାରୀ ଅଭିଳାଷ ଜି. ସାମ୍ବାଦିକ ସମ୍ମିଳନୀ  କରି ସୂଚନା ଦେଇଛନ୍ତି। 





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...