ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍-ଉଲ-ଜୁହା ପାଳିତ...

ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍-ଉଲ-ଜୁହା ପାଳିତ...

କଟକ,୨୯/୦୬ : ଭାଇଚାରା ସହରର କଟକରେ ଆଜି ମୁସଲମାନ ସମ୍ପ୍ରଦାୟର ଲୋକେ ପବିତ୍ର ଇଦ୍-ଉଲ-ଜୁହା ପର୍ବ ବେଶ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି । 

            Ad..



ବକ୍ରି ଇଦ ଭାବେ ଜଣାଶୁଣା ଏହି ପର୍ବ ମୁସଲମାନ ସମ୍ପ୍ରଦାୟର ଦ୍ୱିତୀୟ ବୃହତ ପର୍ବ। ଏହି ସ୍ୱତନ୍ତ୍ର ପର୍ବର ଅର୍ଥ ଯଦି ପ୍ରଶ୍ନ ଉଠେ, ତାହେଲେ ସିଧା ତ୍ୟାଗ ଓ ବଳିଦାନ ଭାବନାକୁ ସମ୍ମାନ ବୋଲି ବୁଝାଯିବ। ଏହା ସହିତ ସମାଜରେ ଏକତା , ଭାଇଚାରା ମଧ୍ୟରେ ରହି କାମ କରିବା। 

ଏହି ପର୍ବରେ ମୁସଲମାନ ଭାଇମାନେ ଗୁରୁବାର ସକାଳୁ ମସଜିଦ ଯାଇ ନମାଜ ପାଠ କରିଥିଲେ। ଏହାପରେ ଜଣେ ଅନ୍ୟଜଣଙ୍କୁ ଆଲିଙ୍ଗନ କରି ଏହି ପର୍ବର ଶୁଭେଚ୍ଛା ଜଣାଇଥାନ୍ତି।

ଠିକ୍ ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ଇଦ୍-ଉଲ-ଜୁହା ପର୍ବ ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...