ଛତିଶଗଡ ଏସଟିଏଫ ର ଚଢ଼ାଉ,୬ ଦେଶୀ ବନ୍ଧୁକ, ଧନୁ ତୀର ଜବତ ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ...

ଛତିଶଗଡ ଏସଟିଏଫ ର ଚଢ଼ାଉ,୬ ଦେଶୀ ବନ୍ଧୁକ, ଧନୁ ତୀର ଜବତ ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ...

କଳାହାଣ୍ଡି,୨୫/୦୬ : କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫ ର ଚଢ଼ାଉ,୬ ଦେଶୀ ବନ୍ଧୁକ, ଧନୁ ତୀର ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ଜଣେ ଗିରଫ। 

               Ad..



ସୂଚନା ଅନୁସାରେ , କଳାହାଣ୍ଡି ଜିଲ୍ଲା ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନ ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କରି ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉ ଥିବା ଛତିଶଗଡ ଏସଟିଏଫ ସୂଚନା ପାଇଁ କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସଟିଏଫ ଖାଲିଗଡ଼ ଗାଁ ରେ ଛଢାଉ କରିଥିଲେ ।

ଚଢ଼ାଉ ସମୟରେ ଗାଁ ର ଅନେକ ଲୋକଙ୍କ ଘରୁ ଧନୁ ତୀର ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀରର ଅଙ୍ଗ, ୬ ଟି ଦେଶୀ ବନ୍ଧୁକ ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ।

ଏହା ପୂର୍ବରୁ ଛତିଶଗଡ ଏସଟିଏଫ ଜୟପାଟଣା ରେଞ୍ଜ ମଙ୍ଗଳପୁର ଗାଁ ରେ ଚଢ଼ାଉ କରି ୫ ଜଣ କୁ ଗିରଫ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...