ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର R.I...
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର R.I...
ପଦ୍ମପୁର,୩୦/୦୫ : ୩୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର R.I ଦାମୋଦର ସୁନା ।
Ad..
୧୧ ଜଣ ହିତାଧିକାରୀଙ୍କ ନକସା କରାଇଦେବାକୁ ଜଣ ପିଛା ୩୦୦ ଟଙ୍କା ମାଗିଥିଲେ ଲାଞ୍ଚ। ମଧ୍ୟସ୍ଥି ସମଦେବ ବଞ୍ଛୋର ଙ୍କ ମାଧ୍ୟମରେ ନେଉଥିଲେ ଟଙ୍କା । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଦ୍ମପୁର ଉପଖଣ୍ଡ ଦହିତା ର ଆରଆଇ ଦାମୋଦର ସୁନା ଓ ମଧ୍ୟସ୍ଥି ସୋମଦେଵ ବନଛୋର ।
ପଦ୍ମପୁର ତହସିଲ ଅଂଚଳରେ ବାଲି ଚୋରା ଚାଲାଣ ପାଇଁ କେତେକ ଆର୍ ଆଇ ମାଫିଆଙ୍କ ଦ୍ବାରା ଟଙ୍କା ନେଉଥିବାର ଚର୍ଚ୍ଚା ହେଉଛି, ଏଥିପାଇଁ ଭିଜିଲାନ୍ସ ନଜର ଦେବାକୁ ସାଧାରଣରେ ଦାବୀ ହେଉଛି ।
(Report : Bijay ku sahu)
Edited by k.s thakur...
Comments
Post a Comment