ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶୀତଳଷଷ୍ଠୀ ପାଳନ...

ମର୍ତ୍ତ୍ୟଲୋକ ରେ ଦେବତାଙ୍କ ବିବାହ : ପଦ୍ମପୁର ସ୍ବପ୍ନେଶ୍ବର ମନ୍ଦିର ରେ ଶୀତଳଷଷ୍ଠୀ ପାଳନ...

ବରଗଡ଼/ପଦ୍ମପୁର,୨୫/୦୫ : ମର୍ତ୍ତ୍ୟ ଲୋକରେ ଦେବ ବିବାହ । ଉତ୍ସବ ମୁଖର ପଦ୍ମପୁର । ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଅବସ୍ଥିତ ହୋଇଛି ମହାଦେବ ଓ ବାର୍ବତୀ ଙ୍କ ଶୁଭ ବିବାହ ।

Ad..


  

ବିଳମ୍ବିତ ରାତିରେ ବ୍ରହ୍ମ ମୂହୁର୍ତ୍ତରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ହାତଗଣ୍ଠି ପଡିଛି । ଆଜି ବିରାଟ ଶୋଭାଯାତ୍ରାରେ ଲେଉଟାଣି । 

ପଦ୍ମପୁର କଟାବନ୍ଧ ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ଶିତଳଷଷ୍ଠୀ ପାଳନ କମିଟି ତରଫରୁ ନିର୍ଦ୍ଦାରିତ ହୋଇଥିବାପାର୍ବତୀ ଙ୍କ ପିତା ଅରୁଣ ଦାନୀ ଓ ମାତା ରୂପାରାଣୀ ଦାନୀ ରୂପେ ବରଣ ହୋଇଥିବା ବାସଗୃହ ବିବାହ ସପର୍ଣ ହୋଇ ବରପିତା ପ୍ରଶାନ୍ତ ସାହୁ ଓ ମାତା ରାଜଶ୍ରୀ ସାହୁ ଙ୍କ ସହ ସମବେତ ଭକ୍ତଗଣ ଙ୍କ ସହ ସ୍ବପ୍ନେଶ୍ବର ମନ୍ଦିର କୁ ଫେରିବେ । 

ଗତ ୨୧ ତାରିଖ ରୁ ଆରମ୍ଭ ହୋଇଥିବା ପଦ୍ମପୁର ସାର୍ବଜନୀନ ସ୍ବପ୍ନେଶ୍ବର ବାବା ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ମାତା ପାର୍ବତୀ ଓ ପିତା ମହାଦେବ ଙ୍କ ଶୁଭ ବିବାହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।







(Report : Bijay ku sahu)

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...