ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା : ପ୍ରେସମିଟ୍ କରି ସୂଚନା ଦେଲେ ବଲାଙ୍ଗୀର ଏସପି...

ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା : ପ୍ରେସମିଟ୍ କରି ସୂଚନା ଦେଲେ ବଲାଙ୍ଗୀର ଏସପି...

ବଲାଙ୍ଗୀର,୨୬/୦୫ : ବଲାଙ୍ଗୀରରେ ଛୁରା ମାଡରେ ଯୁବକଙ୍କ ମୃତ୍ୟୁ ଘଟଣା । ଦୁଇ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ୍ କରିଛି ବଲାଙ୍ଗିର ଟାଉନଥାନା ପୋଲିସ । କ୍ରାଇମସିନ୍ ରିକ୍ରିଏସନ ପରେ କୋର୍ଟ ଚାଲାଣ କରିଛି ପୋଲିସ । 

Ad..



ଏନେଇ ବଲାଙ୍ଗିର ଟାଉନ୍ ଥାନାରେ ପ୍ରେସମିଟ କରି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି । ଦୁଇ ହତ୍ୟା ଅଭିଯୁକ୍ତ ବିମଲ ରାଉଳ ଓ ପ୍ରିତମ କଲତାଙ୍କୁ ଗତକାଲି ଜିଲ୍ଲା ବାହାରୁ ଉଠାଇଥିଲା ପୋଲିସର ସ୍ବତନ୍ତ ଟିମ୍ । ପୂର୍ବରୁ ଅଭିଯୁକ୍ତ ଏବଂ ମୃତକଙ୍କ ମଧ୍ୟରେ କୌଣସି ପରିଚୟ ନଥିଲା । 

ତେବେ ବଚସାରୁ ହିଁ ଛୁରାମାଡ କରିଥିଲେ ଅଭିଯୁକ୍ତ । ସେପଟେ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପଚରାଉଚରା ଚାଲିଛି ବୋଲି କହିଛନ୍ତି ଏସପି । 







Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...