ଜେଲରେ ଥାଇ ପିଜି ପାସ କଲେ ମାଓନେତା ଆଜାଦ ...

ଜେଲରେ ଥାଇ ପିଜି ପାସ କଲେ ମାଓନେତା ଆଜାଦ ...

ଭୁବନେଶ୍ୱର,୨୪/୦୨ : ଜେଲରେ ଥାଇ ପିଜି ପାସ କଲେ ମାଓନେତା ଆଜାଦ। ଡିପ୍ଲୋମା ଇନ ରୁରାଲ ଡେଭଲପମେଣ୍ଟ ରେ ଜେଲରେ ଥାଇ ପିଜି କରୁଥିଲେ ମାଓ ନେତା ଅଜାଦ। 

Ad..



ଝାରପଡା ଜେଲ ଭିତରେ ପାଠପଢ଼ି ପରୀକ୍ଷା ଦେଇଥିଲେ ଆଜାଦ।ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହେଲେ ଆଜାଦ। ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟ ଓ ପୋଲିସକୁ ହତ୍ୟା କରିବା, ସ୍ୱାମୀ ଲକ୍ଷ୍ମନାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଆଜାଦର ସମ୍ପୃକ୍ତି ରହିଛି।

ଆନ୍ଧ୍ର ଓ ଓଡ଼ିଶା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଆଜାଦ। ତାଙ୍କୁ ଧରିବା ପାଈଁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲ । ୨୦୧୧ ରେ ଆଜାଦ ପୋଲିସ ଦ୍ଵାରା ଗିରଫ ହେବାପରେ ଝାରପଡା ଜେଲରେ ରହିଛି। ଏହାସହ ଜେଲରେ ଥାଇ ପାଠପଢ଼ୁଥିଲା ଆଜାଦ। ପରେ ପରେ ପରୀକ୍ଷା ଦେଇ ପାସ କରିଛି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...